Browsing Category
ଜିଲ୍ଲା ଖବର
ମଠକରଗୋଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ର ଶିଳାନ୍ୟାସ
ଭୁବନ (ରାଜ କିଶୋର ରାଉତ): ଭୁବନ ବ୍ଲକ ମଠକରଗୋଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ର ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଭିତ୍ତପ୍ରସ୍ତର ସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ…
PADDY PROCUREMENT BEGINS IN DHENKANAL
DHENKANAL(BY B N SETH): Paddy procurement began at Rainarshingpur village Mandi in Kamakshyanagar on Monday . Collector Saroj kumar Sethi inaugurated the first day of paddy procurement . On the first day PACs collected 352.87 quintals…
ଶାଶ୍ୱତ କଳା ସଂସଦ ଆୟୋଜିତ କଲା ସ୍ୱପ୍ନେଶ୍ୱର ମହୋତ୍ସବ
ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥିତ ଅଭିନନ୍ଦନ ଗାର୍ଡେନ୍ଠାରେ ଶାଶ୍ୱତ କଳା ସଂସଦ ଦ୍ୱାରା ଆୟୋଜିତ ତଥା ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ୭ମ ସ୍ୱପ୍ନେଶ୍ୱର ମହୋତ୍ସବ କୋଭିଡ୍ କଟକଣା ନିୟମ ଅନୁସାରେ ପାଳିତ ହୋଇଯାଇଛି । ଶତୃଘନ ମାଟିଙ୍କ ଅଧ୍ୟକ୍ଷତାରେ ଦୁଇଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ…
ବଜରଙ୍ଗ କ୍ଲବର ଭିନ୍ନ ପ୍ରୟାସ , ମହିଳା ଦେଲେ ୬୧ ୟୁନିଟ ରକ୍ତ
ଢେଙ୍କାନାଳ: ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ସବୁବେଳେ ଭିନ୍ନ ପ୍ରୟାସ କରି ସମାଜସେବାରେ ନିୟୋଜିତ ରହିଛି । କ୍ରମାଗତଭାବେ କ୍ଲବ ତୃତୀୟ ମହିଳା ରକ୍ତଦାନ ଶିବିର ଆୟାଜିତ କରିଛି । ଏହି ରକ୍ତଦାନ ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।ସ୍ଥାନୀୟ ଶ୍ରୀ ବଳରାମଜୀଉ…
ସେଂଟ୍ ଜାଭିୟର୍ସ ହାଇସ୍କୁଲ୍ ରେ ଖ୍ରୀଷ୍ଟମାସ ଦିବସ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠସ୍ଥ ଗେଙ୍ଗୁଟିଆ ପଂଚାୟତ ଅଧିନସ୍ଥ ରଣପଶି ଗ୍ରାମଠାରେ ସେଂଟ୍ ଜାଭିୟର୍ସ ହାଇସ୍କୁଲ୍ ପରିସର ମଧ୍ୟରେ ଖ୍ରୀଷ୍ଟମାସ ଦିବସ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ସୁନ୍ଦର ପରିବେଶ ମଧ୍ୟରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ…
ତୈଳକ ମହାସଂଘର ବନ୍ଧୁ ମିଳନ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଗଦାଶିଳା ପଂଚାୟତ ଅନ୍ତର୍ଗତ ଚାଇଁପୁର ଠାରେ ତୈଲିକ ମହାସଂଘର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବିଶ୍ୱ କିପରି ମହାମାରୀ ଠାରୁ ଦୂରେଇ ଲୋକଙ୍କ ଧନ ଜୀବନ ସୁଖମୟ ହେବ ଜଗନାଥଙ୍କ ପାଖରେ ଗୁହାରି ଜଣେଇଛନ୍ତି ।ପ୍ରତ୍ୟେକ ବର୍ଷ…
ଓମ୍ କାର ସାଧନା ଉପଯୁକ୍ତ ଗୁରୁ ଙ୍କ ମାର୍ଗ ଦର୍ଶନ ରେ ହିଁ ସିଦ୍ଧିଲାଭ ହୁଏ
ଢେଙ୍କାନାଳ: ଶନିବାର ଦିନ ସନ୍ଧ୍ୟା ସାତଟା ସମୟରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖା ର ଚତୁର୍ଦ୍ଦଶ ଇ ପାଠ ଚକ୍ର ଜିଲ୍ଲା ଶାଖା ସମ୍ପାଦକ ପଣ୍ଡିତ ବିପିନ ବିହାରୀ ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ବକ୍ତା ଭାବେ କୋହ୍ଲାନ…
ଆଞ୍ଚଳିକ ସେବା ସଙ୍ଗଠନ ଦ୍ୱାରାଶୀତ ବସ୍ତ୍ର ବଣ୍ଟନ
ଢେଙ୍କାନାଳ : ଢେଙ୍କାନାଳ ଜି୍ଲା ଗଁଦିଆରେ ଥିବା ଆଞ୍ଚଳିକ ସେବା ସଙ୍ଗଠନ ଦ୍ୱାରା ରାଧାକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ସଙ୍ଗଠନର ସଭାପତି ବିଦ୍ୟାଧର ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉତ୍ସବରେ ଆଜିରଗୋଟିଏ ଦିନରେ ଖରାପ ଦୁର୍ଗୁଣକୁ ତ୍ୟାଗ କରିବା ସହିତ…
ଢେଙ୍କାନାଳ ରେ ସମର କବି ବ୍ରଜନାଥ ପ୍ରତିମୂର୍ତ୍ତି କୁ ଅଣଦେଖା : ଢେଙ୍କାନାଳ ଥିଙ୍କର୍ଷ ଫୋରମ ର ପ୍ରତିବାଦ
ଢେଙ୍କାନାଳ : ଢେଙ୍କାନାଳ ଥିଙ୍କର୍ଷ ଫୋରମ ସହର ର କିଛି ବୁଦ୍ଧିଜୀବୀ ସମର କବି ବ୍ରଜ ନାଥ ବଡ଼ଜେନା ଙ୍କ ପ୍ରତିମୂର୍ତ୍ତି କୁ ଅଣଦେଖା କୁ ପ୍ରତିବାଦ କରିଛନ୍ତି | ସ୍ଥାନୀୟ ବଳରାମ ମନ୍ଦିର ନିକଟରେ ଥିବା ମୁନିସିପାଲିଟି ପାର୍କ ଭିତରେ ମାଟିର ବିଶିଷ୍ଟ କବି ସମର ତରଙ୍ଗ ର ରଚୟିତା…
ବାପଟିଷ୍ଟ ଚର୍ଚ୍ଚ ରେ ବଡଦିନ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ଜୟ ଗୋପାଳ ସାହି ସ୍ଥିତ ବାପଟିଷ୍ଟ ଚର୍ଚ୍ଚ ରେ କୋଭିଡ୍ ନିୟମ ମାନି ବଡ ଦିନ ପାଳିତ ହୋଇଯାଇଛି । ଏଥିରେ ତାଙ୍କ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ। ପିଲା ମାନଙ୍କ ଦ୍ଵାରା ପରିଵେଷିତ ଡ୍ରାମା , ନାଚ, ଗୀତ ଗାଇ ଆଜି ଏହି ବଡ ଦିନ ପର୍ବକୁ ଉତ୍ସାହ ବଢାଇଥିଲେ।…