Take a fresh look at your lifestyle.
Browsing Category

ଜିଲ୍ଲା ଖବର

କେନାଲ ରକ୍ଷଣାବେକ୍ଷଣ ସଂପର୍କିତ ପ୍ରଶିକ୍ଷଣ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ସେଚାଂଚଳ କୃଷକ ତାଲିମ କେନ୍ଦ୍ର ପରିସରରେ ଦିନିକିଆ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୩୦ଜଣ କୃଷକ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ୱାଲମୀର ଭୁବନ ଶାଖା ପରିଚାଳକ ପ୍ରଦ୍ୟୁମ୍ନ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଅକ୍ଷୟ…

ସାତ୍ତ୍ୱିକ ଅନ୍ନ ଭୋଜନକୁ ଆପଣାର କଲେ ମାନବ ସୁଖ ଶାନ୍ତିରେ ରହିପାରିବ

ଢେଙ୍କାନାଳ : ଢେଙ୍କାନାଳ ସଦର  ଅନ୍ତର୍ଗତ ହରିପୁର ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ମାନବର ସକାରାତ୍ମମ ଚିନ୍ତନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନଗର ବନ୍ଧୁ ଉପାଧିପ୍ରାପ୍ତ…

ବିକ୍ରମ ପାଣି ଙ୍କ ଏକାଦଶାହ ରେ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ର ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ : ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ର ସଭାପତି ସ୍ୱର୍ଗତଃ ବିକ୍ରମ କେଶରୀ ପାଣିଙ୍କ ଏକାଦଶାହ ଅବସରରେ ତାଙ୍କର ରାମେଶ୍ବରପୁର ବାସଭବନ ଠାରେ ଆସୋସିଏସନ୍ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ର ସାଧାରଣ…

କଳାକାର ଭତ୍ତା କୋଟା ସଂଖ୍ୟା ୪ ହଜାରକୁ ବୃଦ୍ଧି କରିବାକୁ ଦେବାଶିଷଙ୍କ ଦାବି 

ଢେଙ୍କାନାଳ :  ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲା ଦ୍ୱୟର କୋଟା ସଂଖ୍ୟା ୪ ହଜାର ଲେଖାଏଁକୁ ବୃଦ୍ଧି କରିବା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି…

ଚୈଧୁରୀ ମଲ ତରଫରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ଗୁଡିଆକାଟେଣି : ଓଡ଼ାପଡ଼ା ବ୍ଲକ ଗୁଡିଆକାଟେଣି ଛକ ନିକଟରେ ଥିବା ଏକ ଚୈଧୁରୀ ମଲ ତରଫରୁ  କିଛି ଅସହାୟ ଗରିବ ବ୍ୟକ୍ତି ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ାପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ଜେନା ମୂଖ୍ୟ ଅତିଥି…

ଭାରତ ସ୍କାଉଟ ଓ ଗାଇଡ୍ସର ରକ୍ତଦାନ ଶିବିର , ୭୬ ୟୁନିଟ ରକ୍ତ ସଂଗୃହିତ

ଢେଙ୍କାନାଳ : ଭାରତ ସ୍କାଉଟ ଓ ଗାଇଡ ଢେଙ୍କାନାଳ ଶାଖା ପକ୍ଷରୁ ରକ୍ତଦାନ ଶିବିର ଲକ୍ଷ୍ମୀଧର ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସହାୟତାରେ ଆୟୋଜିତ ଏହି ଶିବିରରେ ଏକ ରେକର୍ଡ ସଂଖ୍ୟକ ୭୬ ୟୁନିଟ ରକ୍ତ ସଂଗୃହିତ ହୋଇଛି ।…

କ୍ରସ୍ ବାରିଅର ନଥିବାରୁ ଦୁର୍ଘଟଣା , ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳଙ୍କ ଦୃଷ୍ଟି ପଡ଼ୁ

ଢେଙ୍କାନାଳ  : ଢେଙ୍କାନାଳ ସଦର ଥାନାର ତରଭା ଫାଣ୍ଡି ଅନ୍ତର୍ଗତ ବରହତା ଗାଁ ନିକଟ ପୂର୍ତ ବିଭାଗ ରାସ୍ତାକଡ଼ ବିଲରେ ପଡି ଜଣେ ଯୁବକର ମୃତ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି, ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆତିଣ୍ଡା ଗ୍ରାମର ବଳରାମ ବେହେରା(୨୫) ବୋଲି ଜଣାପଡିଛି । ପ୍ରକାଶ ଯେ, ରବିବାର…

ଇ-ଟେକ୍ ଆବାସିକ ମହାବିଦ୍ୟାଳୟ: ରୋଜାଲିନ୍,ମଳୟ ମଞ୍ଜରୀଙ୍କ ସଫଳତା

ଢେଙ୍କାନାଳ : ଉକ୍ରଳ ବିଶ୍ୱ ବିଦ୍ୟାଳୟ ସ୍ନାତକ ପରୀକ୍ଷାରେ ଇ-ଟେକ୍ ଆବାସିକ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଛାତ୍ରୀ ରୋଜାଲିନ୍ ବେହେରା ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ସେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପିଙ୍ଗୁଆର ଶୈଳବାଳା ବେହେରା ଓ ଯୁଗଳ କିଶୋର ବେହେରାଙ୍କ ସୁକନ୍ୟା । ସେହିପରି…

ଜାଗର ଯାତ୍ରା, ଶିବ ବିବାହ, ମହାଷ୍ଟମୀ ଆଦି ମୁଖ୍ୟ ପର୍ବ ପାଇଁ ଅନୁଦାନ ବୃଦ୍ଧି ଉପରେ ଦୃଷ୍ଟି ଆକର୍ଷଣ

ଢେଙ୍କାନାଳ  : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଡ଼ନାଗେନାସ୍ଥିତ ଶ୍ରୀ ଶ୍ରୀ ନାଗନାଥେଶ୍ୱର ମନ୍ଦିର ଉନ୍ନୟନ ପରିଷଦର ଏକ ବୈଠକ ରବିବାର ଦିନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ଦିରର ବର୍ଷାଦିନେ ଜଳ ନିଷ୍କାସନ, ଯଜ୍ଞମଣ୍ଡପ ନିର୍ମାଣ, ବିବାହ ମଣ୍ଡପ ନିର୍ମାଣ ସହ ପାର୍କ…

ଢେଙ୍କାନାଳ ସ୍ୱୟଂଶାସିତ କଲେଜ ଗଣିତ ବିଭାଗର ବାର୍ଷିକ ପାଠଚକ୍ର

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗଣିତ ବିଭାଗର ବାର୍ଷିକ ପାଠଚକ୍ର ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଣଜିତ୍ କୁମାର ପ୍ରଧାନ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଜୀବନରେ ଗଣିତ ଓ କମ୍ପ୍ୟୁଟର…