Browsing Category
ଜିଲ୍ଲା ଖବର
ଵାଲିଵୋ ଅଞ୍ଚଳରେ କୃଷକ ମାନଙ୍କ ପାଇଁ ଧାନ ମଣ୍ଡି ଆରମ୍ଭ
ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଵ୍ଲକ ଵାଲିଵୋ ଅଞ୍ଚଳରେ ଶୁକ୍ରବାର ଠାରୁ କୃଷକ ମାନଙ୍କ ପାଇଁ ଧାନ ମଣ୍ଡି ଆରମ୍ଭ ହୋଇଛି । ଏହି ଧାନ ମଣ୍ଡିକୁ ଭୁବନ ଵ୍ଲକ ସିଡିପିଓ ଦାୟିତ୍ଵରେ ଥିବା ସୁପର ଭାଇଜର ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଚଳିତ ବର୍ଷ ଵାଲିଵୋ…
ଜାତୀୟ ସେବା ଯୋଜନାର ଶିତ କାଳିନ ଶିବିର ଉଦଯାପିତ
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ କଲେଜର ୭ଦିନଧରି ଚାଲିଥିବା ଜାତୀୟ ସେବା ଯୋଜନା ପକ୍ଷରୁ ଶିତ କାଳିନ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଶିବିର ରବିବାର ଠାରୁ ଆରମ୍ଭ ହୋଇଥିଲା । ଶିବିରରେ ଜାତୀୟ ସେବା ଯୋଜନାର ୫୦ ଜଣ ସ୍ଵେଚ୍ଛାସେବୀ ସାମିଲ ହୋଇଥିଲେ ।
ପ୍ରତ୍ୟେକ…
ବଳରାମପୁରରେ ଗ୍ରାମର ବୟୋଜ୍ୟେଷ୍ଠଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଢେଙ୍କାନାଳ : ଓଡାପଡା ବ୍ଲକ୍ ବଳରାମପୁର ପଂଚାୟତର ଐତିହ୍ୟ ସଂପନ୍ନ ବଳରାମପୁର ଗ୍ରାମରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ବଳରାମପୁର ଗ୍ରାମ ପରିଚାଳନା ପରିଷଦ ପକ୍ଷରୁ ବନ୍ଧାଇ ହୋଇଥିବା ମାନପତ୍ର ସହ ଉତରୀୟ ପ୍ରଦାନ ପୂର୍ବକ ଗତ ବୁଧବାର ୫ ତାରିଖ ଅପରାହ୍ନରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।…
କରମୁଳରେ ଅଣ ସଂକ୍ରମିତ ରୋଗ ନିରୁପଣ ଶିବିର
ଗଁଦିଆ : କରମୁଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଅଣ ସଂକ୍ରମିତ ରୋଗ ନିରୁପଣ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ସ୍ଥିତପ୍ରଜ୍ଞ ମହାନ୍ତିଙ୍କ ତତ୍ୱାବଧାନରେ ଡା. ଅରବିନ୍ଦ ଶତପଥୀ, ଡା. ପ୍ରଶାନ୍ତ ସେଠି,…
ନମିଚିରା ଗାଁ ରେ ୱାର୍ଡସଭ୍ୟଙ୍କ ସ୍ୱାମୀକୁ ନିର୍ମମ ହତ୍ୟା
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନମିଚିରା ଗାଁ ରେ ଶନିବାର ସଂଧ୍ୟା ସାଢେ ୬ ଟାରେ ଜଣେ ୱାର୍ଡ ମେମ୍ବରଙ୍କ ସ୍ୱାମୀ କୁ ହାଣି ହାତ୍ୟା କରାଯାଇଛି । ମୃତକ ହେଉଛନ୍ତି କଙ୍କଡାହାଡ ଗାଁର ବିଜୟ ବେହେରା(୪୮) ଓରଫ ବିଜୁ ବୋଲି ଜଣାପଡିଛି । ବିଜୟଙ୍କ ସ୍ତ୍ରୀ ଲିଲି ବେହେରା କଙ୍କଡାହାଡ…
ପରିସଂଖ୍ୟାନ ସର୍ଭେୟର ସଂଘର ବାର୍ଷିକ ଅଧିବେଶନ
ଢେଙ୍କାନାଳ: ଜିଲ୍ଲା ପରିସଂଖ୍ୟାନ ସର୍ଭେୟର ସଂଘର ବାର୍ଷିକ ଅଧିବେଶନ ସଭାପତି ପ୍ରକାଶ କୁମାର ବେହେରାଙ୍କ ସଭାପତିତ୍ୱରେ ଭର୍ଚୁଆଲ୍ ମାଧ୍ୟମରେ ସଂପାଦିତ ହୋଇଯାଇଛି । ଏଥିରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମର ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ସଂଘରେ ଖାଲିଥିବା ପଦବୀଗୁଡିକୁ ସର୍ବସମ୍ମତି…
ଅଗ୍ରଣୀ ଚାଷୀଙ୍କୁ ତାଲିମ ପ୍ରଦାନ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ଓ ସଦର ବ୍ଲକାର ଅଗ୍ରଣୀ ଚାଷୀମାନଙ୍କୁ ଚାଷର ବିକାଶ ପାଇଁ ଉଦ୍ୟାନ ବିଭାଗ ତରଫରୁ ତାଲିମ ପ୍ରଦାନ କରାଯାଇଛି ।ଚଳିତ ବର୍ଷ ବର୍ଷାର ଅନିୟମିତତା ସହିତ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟହୋଇଛି । ଚାଷୀ ମାନଙ୍କ ମନୋବଳ ଭାଙ୍ଗି ଯାଇଥିବା ବେଳେ ଚାଷୀ…
ମମତା ଦାଶଙ୍କ ନବମ ଶ୍ରାଦ୍ଧବାର୍ଷିକୀ : ସାମ୍ବାଦିକ ସଦାଶିବ ମହାପାତ୍ର ସମ୍ବର୍ଦ୍ଧିତ
ଢେଙ୍କାନାଳ : ଅଭିଭକ୍ତ ଢେଙ୍କାନାଳ ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥଙ୍କ ଧର୍ମପତ୍ନୀ ସ୍ବର୍ଗତା ମମତା ଦାଶଙ୍କ ନବମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ଆଜି ଢେଙ୍କାନାଳ ସହରାଞ୍ଚଳର କାଞ୍ଚନ ବଜାରରେ ରହିଥିବା ଶ୍ରୀ ରଥଙ୍କ ବାସଭବନରେ ପାଳିତ…
ଧାନମଣ୍ଡିକୁ ନେଇ ସମବାୟ ସମିତି ଫାଟକରେ ତାଲା ପକାଇ ଧାରଣା
ଢେଙ୍କାନାଳ: ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ସମବାୟ ସମିତିରେ ଧାନ ମଣ୍ଡିକୁ ଏକ ନିର୍ଦ୍ଦିଷ୍ଟଗୋଷ୍ଠୀକୁ ଦେବାକୁ ନେଇ ମହିଳା ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ଧାନ ମଣ୍ଡିକୁ ନେଇ ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହିତ ଗେଟରେତାଲା ପକାଇ ନାରାବାଜି କରିଥିବାର ଜଣାପଡିଛି ।
ଗଦାଶିଳା…
ମହିଳାଙ୍କ ଠାରୁ ସୁନା ଝାମ୍ପିନେଲେ ଦୁର୍ଵୁତ
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଶାମଳ ଜଙ୍ଗଲ ନିକଟରେ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ଦୁର୍ଵୁତ ମାନେ ସୁନା ଲୁଟ ହୋଇଛି । ଏ ସଂକ୍ରାନ୍ତରେ ଭୁବନ ଥାନାରେ କେସ ନମ୍ବର ୧୨/୨୦୨୨ ରୁଜୁ କରି ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି । ମହିଳା…