Take a fresh look at your lifestyle.
Browsing Category

ଜିଲ୍ଲା ଖବର

ବିଚାରପତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ :ଗଁଦିଆ ଜେ ଏମ ଏଫ ସି କୋର୍ଟରେ କାର୍ଯ୍ୟରତ ବିଚାରପତି ମାନ୍ୟବର ବିଶ୍ୱ କଳ୍ପିତା ମହାନ୍ତି ପ୍ରମୋସନ ପାଇ ଏସ ଡ଼ି ଜେ ଏମ ଭାବରେ ବାରିପଦା କୋର୍ଟ କୁ ବଦଳି ହୋଇଛନ୍ତି | ଏହି ପରିପେକ୍ଷିରେ ଗଁଦିଆ ବାର ଆସୋସିଏସନ ତରଫରୁ ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତାରେ…

ମଉଡମଣୀ ରାଜଲକ୍ଷ୍ମୀ ଙ୍କ ପାଖରେ ଲିଗିହେଲା ପହିଲି ଭୋଗ

ଢେଙ୍କାନାଳ: ମଉଡମଣୀ ରାଜଲକ୍ଷ୍ମୀ ଙ୍କ ପାଖରେ ଲିଗି ହେଲା ପହିଲି ଭୋଗ | ମୀନା ବଜାର ସ୍ଥିତ ଶ୍ରୀ ଶ୍ରୀ ମଉଡମଣୀ ରାଜ ଲକ୍ଷ୍ମୀ ଙ୍କ ପାଖରେ  ଆଜି ପୌଷ ମାସ ଶୁକ୍ଲପକ୍ଷ ର ପ୍ରଥମ ଗୁରୁବାର ଥିବାରୁ ରାଜଲକ୍ଷ୍ମୀ ଙ୍କ ପାଖରେ ପହିଲି ଭୋଗ ଲାଗି କରାଯାଇଥିଲା| ଅର୍ଣ୍ଣ, ମିଠାର୍ଣ୍ଣ, ଡାଲି, ବେସର…

ଗଁଦିଆ ବ୍ଲକ ରେ ଧାନ ମଣ୍ଡିର ଶୁଭାରମ୍ଭ

ଯୋରନ୍ଦା : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଆଜି ଧାନମଣ୍ଡିର ଶୁଭାରମ୍ଭ ହୋଇଛି ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି l  ନିହଲପ୍ରସାଦ ସେବା ସମବାୟସମିତି ଠାରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧା ରାଣୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗ…

ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପରିଚାଳନା ପରିଷଦ ବୈଠକ

 ଢେଙ୍କାନାଳ: ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ରେ ଥିବା ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ପରିଚାଳନା ପରିଷଦ ବୈଠକ ପରିଚାଳନା ପରିଷଦ ସଭାପତି  ସସ୍ମିତା ପୋଥାଳ ଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ମାସ ପାଞ୍ଚ ତାରିଖ ଅପରାହ୍ନ ଦୁଇଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ…

ଧର୍ମରକ୍ଷା  ନିଧି  ଅର୍ପଣ କାର୍ଯ୍ୟକ୍ରମ

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ଯଉଁଳିପୋଖରୀ ମଠ  ପ୍ରାଙ୍ଗଣରେ ଭାରତ ମାତାଙ୍କୁ ପୂଜା ଅର୍ଚନା କରାଯାଇ ଧର୍ମରକ୍ଷା  ଅର୍ପଣ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଶରତ କୁମାର ଷଡ଼ଙ୍ଗୀ, ଜିଲ୍ଲା ସଭାପତି ଅଞ୍ଜନ କୁମାର ହୋତା, ଜିଲ୍ଲା ଉପସଭାପତି ରତନ ଭୂଷଣ ସାହୁ, ଜିଲ୍ଲା…

ମନ୍ଦିର, ପର୍ଯ୍ୟଟନସ୍ଥଳୀ, ସର୍ବସାଧାରଣ ସ୍ଥାନରେ ଭୋଜିଭାତ ଆୟୋଜନ, ପର୍ବପର୍ବାଣୀରେ ଗହଳି ନକରିବାକୁ ପ୍ରଶାସନ ର ବାରଣ

ଢେଙ୍କାନାଳ : ବର୍ତମାନ ଓମିକ୍ରନ ଓ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ମନ୍ଦିର, ପର୍ଯ୍ୟଟନସ୍ଥଳୀ, ସର୍ବସାଧାରଣ ସ୍ଥାନରେ ଭୋଜିଭାତ ଆୟୋଜନ, ପର୍ବପର୍ବାଣୀରେ ଗହଳି ନକରିବାକୁ…

ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟର ୧୯୯୯ ବ୍ୟାଚର ସିଲଭର ଜୁବୁଲି ପାଳନ ପାଇଁ ବନ୍ଧୁମିଳନ

ଢେଙ୍କାନାଳ:  ସଦର ବ୍ଲକ ସିମିଳିପାଟଣା ଉଚ୍ଚବିଦ୍ୟାଳୟର ୧୯୯୯ ମସିହା ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ ଭାପୁର ନିକଟ ସୁନ୍ଦରୀ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବନ୍ଧୁମାନେ ଜିଲ୍ଲା ଓ ଜିଲ୍ଲାବାହାରେ ନିଜର କର୍ମସଂସାନରେ ରହୁଥିବାବେଳେ ବନ୍ଧୁମିଳନର ଖବରରେ ସମସ୍ତ ବନ୍ଧୁମାନେ…

କୂଅରେ ପଡି ଶିଶୁ ପୁତ୍ର ମୃତ

ଗଁଦିଆ : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ପାଳଗାଣ୍ଡୁଆ ଗ୍ରାମରେ କୂଅରେ ପଡି ଜଣେ ଶିଶୁର ଜୀବନ ଅକାଳରେ ଚାଲଯାଇଛି । ଗ୍ରାମର ସୁକାନ୍ତ ଖଟୁଆଙ୍କ ପୁଅ ଟକୁଲ ଖଟୁଆ(୫) ଆଜି ଦିନ ୯ଟା ସମୟରେ ନିଜ ଘର ପାଖରେ ଖେଳୁଥିଲେ । ସେହି ପାଖରେ ଏକ ବଡ ଖାଲ ବା ଚୁଆ ଥିବା ବେଳେ ଖେଳୁ ଖେଳୁ ପାଦ ଖସିଯିବାକୁ…

ଶିକ୍ଷକ ହେଉଛନ୍ତି ସମାଜର ମାର୍ଗଦର୍ଶକ

ଢେଙ୍କାନାଳ : ପୁରୁଣା ଜିଲା ପରିଷଦ ସଭା ଗୃହରେ ଢେଙ୍କାନାଳ ପ୍ରାରମ୍ଭିକ ନିଯୁକ୍ତି, ଚୁକ୍ତିଭିତିକ ତଥା ନୂତନ ପେନ୍ସନ୍ ଯୋଜନା ଭୁକ୍ତ ଶିକ୍ଷକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ ଉତ୍ସବ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ଆଏଚଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ…