Browsing Category
ଜିଲ୍ଲା ଖବର
ଢେଙ୍କାନାଳ ଥିଙ୍କର୍ଷ ଫୋରମ ପକ୍ଷରୁ ନେତାଜୀ ଜୟନ୍ତୀ
ଢେଙ୍କାନାଳ : ମହାନ ବିପ୍ଲବୀ ତଥା ଭାରତ ସ୍ୱାଧୀନତା ର ଅନ୍ୟତମ ସଂଗ୍ରାମୀ, ଆଜାଦ ହିନ୍ଦ ଫୌଜ ର ପ୍ରତିଷ୍ଠାତା ଓଡିଶା ର ବରପୁତ୍ର ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ର 125 ତମ ଜୟନ୍ତୀ ଦିବସ ଅବସର ରେ ଢେଙ୍କାନାଳ ଥିଙ୍କର୍ଷ ଫୋରମ ର ବରିଷ୍ଠ ସଦସ୍ୟ ମାନେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ…
ଗୋପାଳପୁର ଗାଁରେ ହାତୀ ଦଳି ମାରି ଦେଇଛି- ଜଣେ ମୃତ
ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କପିଳାସ ବନାଞ୍ଚଳର ଗୋପାଳପୁର ଗାଁର ଜଣେ ୭୪ ବର୍ଷ ବୟସ୍କ ବ୍ୟକ୍ତି ଙ୍କୁ ହାତୀ ଦଳି ମାରି ଦେଇଛି । ମୃତ ବ୍ୟକ୍ତି ହେଉଛନ୍ତି ଗୋପାପୁର ଗାଁର ଫକିର ନାୟକ ବୋଲି ଜଣାପଡିଛି ।
ଦେଓଗାଁ ଗ୍ରାମର ଫକିର ଶୈାଚ ହେବା ପାଇଁ ରବିବାର ଭୋର ସମୟ ରେ ନିଜ…
ହିନ୍ଦୋଳ ବନାଞ୍ଚଳ ରେ ଦୁଇ ଶିକାରୀ ଗିରଫ
ହିନ୍ଦୋଳ: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳରେ କର୍ମଚାରୀ ମାନେ ଦୁଇ ଜଣ ଶିକାରୀ ଗିରଫ କରିଛନ୍ତି । ଉଭୟଙ୍କ ନାମ ରେ ବନ ବିଭାଗ ଏକ ମାମଲା ରୁଜୁ କରି ଅଦାଲତ ଚାଲାଣ କରିଛି । ।
ପ୍ରକାଶ ଯେ, ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ରାସୋଳ ସେକସନର କନ୍ଧରା ସଂରକ୍ଷିତ ଜଙ୍ଗଲରେ ୮ ନମ୍ବର…
ଗୋବିନ୍ଦପୁର ଶିବ ମନ୍ଦିର ପ୍ରାଙ୍ଗଣ ରେ ଥିବା ଚନ୍ଦନ ଗଛ ଚୋରି
ଭୁବନ : ଭୁବନ ବ୍ଲକ ମର୍ଥାପୁର ଗ୍ରାମ ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମ ର ଶିବ ମନ୍ଦିର ପ୍ରାଙ୍ଗଣ ରେ ଥିବା ଚନ୍ଦନ ଗଛ ଟିକୁ ଗତ କାଲି ରାତି ରେ କିଛି ଦୁର୍ବୃତ ମାନେ ଚୋରି କରି ନେଇଛନ୍ତି | ଚୋର ମାନେ ଗଛ ର ଗଣ୍ଡି କୁ ନେଇଯାଇ ଡାଳ ଛାଡି ଯାଇଛନ୍ତି |
ସ୍ଥାନିୟ ଲୋକ ଙ୍କ ର ଏଥି ରେ ହାତ…
ଡଃ ବିଧାନ ମିଶ୍ର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ
ଢେଙ୍କାନାଳ: ବିଶିଷ୍ଟ ସଂଗଠକ, ବାଗ୍ମୀ, ଲେଖକ, ଆଇନଜୀବି ଓ ସାହିତ୍ୟିକ ସ୍ୱର୍ଗତ ଡଃ. ବିଧାନ ଚନ୍ଦ୍ର ମିଶ୍ରଙ୍କ ପଂଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ଦକ୍ଷିଣକାଳୀ ମାର୍ଗସ୍ଥିତ ରତ୍ନ ମଣ୍ଡପରେ ଆଜି ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସମବାୟବିତ୍ ତଥା ସମୀକ୍ଷକ ସୁକାନ୍ତ…
ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ
କାମାକ୍ଷାନଗର : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଇଚ୍ଛାବତୀପୁର ରେ ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋକୁଳ ବିହାରୀ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ସିବିଆଇ ବିଚାରପତି ଭିକାରି ଚରଣ ରାଉତ ଯୋଗଦାନ କରିଥିଲେ ।
ଶ୍ରୀ ରାଉତ…
ରଚନା ଓ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ
ଢେଙ୍କାନାଳ: ସ୍ଥାନୀୟ ଗନ୍ଦିଆ ବ୍ଲକ ଅନ୍ତର୍ଗତ ଚିରୁଳେଇ ସ୍ଥିତ ରଘୁନାଥଜିଉ ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର ଦିବସ ପାଳିତ ହୋଇଯାଇଛି l ଏହି ଆୟୋଜିତ କାର୍ଯ୍ୟକ୍ରମ ଅବସର ରେ ରଚନା ଓ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ…
୯ ଶିଶୁ ଶ୍ରମିକ ଉଦ୍ଧାର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହାଉସିଂ ବୋର୍ଡ କଲୋନୀ ଏବଂ ଗୋପାଳ ସାଗର ଅଞ୍ଚଳରେ ଚଢାଉ କରାଯାଇ ୯ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶିଶୁ ଶ୍ରମିକ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ନେଇ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିଦେ୍ର୍ଦଶରେ ଏକ ଟିମ ଗଠନ କରାଯାଇଥିଲା ।…
ଆର ପାରିରେ ଜିତୁ ବାବୁ
ଢେଙ୍କାନାଳ: ସହରର ବିଶିଷ୍ଟ ବ୍ୟବସାୟୀ, ସୂର୍ଯ୍ୟ ହୋଟେଲ ଓ ମଣ୍ଡପ ର ମାଲିକ, ମିନlବଜାର ପୂଜା କମିଟି ର ପୂର୍ବତନ ସଭାପତି , ନଟରାଜ ସଙ୍ଗୀତ ମହାବଦ୍ୟାଳୟର ଉପଦେଷ୍ଟା ଜିତେନ୍ଦ୍ର ପଟ୍ଟନାୟକ ( ଜିତୁ ବାବୁ ) ଗତ ରାତ୍ର ୧.୩୦ମି, ସମୟରେ ଇହଧାମ ପରିତ୍ୟାଗ କରି ଚାଲିଗଲେ l ତାଙ୍କ ଶରୀର…
ସେନା ଦିବସ ପାଳିତ
ଢେଙ୍କାନାଳ: ଜାନୁଆରୀ ୧୫ ତାରିଖରେ ପ୍ରତିବର୍ଷ ଭାରତୀୟ ସେନା ଦିବସ ପାଳନ କରାଯାଇଥାଏ । ଏହି ଉପଲକ୍ଷେ ଢେଙ୍କାନାଳ ସହରର ଗୁରୁଦେବଜୀ ଫାଉଣ୍ଡେସନ୍ ତରଫରୁ ସହରରେ ବାସକରୁଥିବା ପୂର୍ବତନ ସେନାକର୍ମଚାରୀ କ୍ୟାପ୍ଟେନ୍ ଅଶ୍ୱିନୀ ବରାଳ, ନାଏକ ରବିନାରାୟଣ ସାହୁ, ଦୁର୍ଯେ୍ୟାଧନ ବେହେରା ପ୍ରମୁଖଙ୍କ…