Browsing Category
ଜିଲ୍ଲା ଖବର
ଭସାଣି ଉତ୍ସବରେ ଡିଜେକୁ ସମ୍ପୁଣ୍ଣ ବାରଣ ନିସ୍ପତି।
କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରସାଶନ ଓ ମିଳିତ ପୂଜା କମିଟି ପକ୍ଷରୁ କାମାକ୍ଷା ନଗର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଆସାନ୍ତା ଶାରଦିୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |
ଏହି ବୈଠକ ରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ…
ପାର୍ଶ୍ଵ ପରିବର୍ତ୍ତନ ବଡ ଏକାଦଶୀ ନିତି ପାଳିତ
ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବ ଜିୟୂ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଭାଦ୍ରବ ମାସର ପାର୍ଶ୍ଵ ପରିବର୍ତ୍ତନ ବଡ ଏକାଦଶୀ ନିତି ପାଳିତ ହୋଇଯାଇଛି ।
ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବତ୍ସ ତୁଳସିହାର ଫୁଲ ହାରରେ ସୁ ସହିତ କରାଯାଇ ଥିଲା । ଦ୍ଵାର ପାଳ ପୂଜା ବହ୍ଲବ ଭୋଗ ୧୦,…
ଢେଙ୍କାନାଳ ରେ ଗଜାନନ ଙ୍କୁ ମେଲାଣି…
ଢେଙ୍କାନାଳ: ଢେଙ୍କାନାଳ ସହରରେ ଦିର୍ଘ ୬ ଦିନ ଧରି ଗଜାନନ ପୂଜା ପାଉଥିଲେ । ଆଜି ହେଉଛି ମେଲାଣି ଉତ୍ସବ। ଏହି ଉତ୍ସବ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ପ୍ରଥମେ ମୁଖ୍ୟ ଅତିଥି ମାନଙ୍କୁ ଫୁଲ ତୋଡ଼ା, ବ୍ୟାଚ ଓ ଉତ୍ତରୀ ଦେଇ ସ୍ଵାଗତ କରାଯାଇ ଥିଲା I
ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ…
ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ
କାମାକ୍ଷାନଗର( ରାଜ କିଶୋର ରାଉତ) : କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରଦ୍ଧାଞ୍ଜଳି ରାଏ ଭୁବନ ଥାନା ଅଂଚଳ ର ଏକ ଦୁଷ୍କର୍ମ ମାମଲା ର ବିଚାର କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ କୁ ନିର୍ଦୋଷ ରେ ଖଲାସ କରିଛନ୍ତିI
ବିବରଣୀ ରୁ ପ୍ରକାଶ ଯେ ଭୁବନ ଥାନା ଅଂଚଳ ର କାନଖାଇ…
ଗୁରୁ ଦିବସ ପାଳିତ
ଢେଙ୍କାନାଳ: ୧ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇ ଥିଲା।
ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପୌରୋହିତ୍ୟ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଡଃ…
ହଂସୀ ବୁଣାକାର ମହାସଙ୍ଘ ବୈଠକ
ଯୋରନ୍ଦା : ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ କାଲୁରିଆ ପଞ୍ଚାୟତ ପରିସରରେ ଢେଙ୍କାନାଳ ଜିଲା ହଂସୀବୁଣାକାର ମହାସଙ୍ଘ ଅର୍ଣ୍ଣକୋଟିସ୍ୱର ଜୋନ ୫ ଠାରେ ସଭାପତି ବିଜୟକୁମାର ବେହେରା (ଓଡିଶା ଉଚ୍ଚ ନ୍ୟାୟଳୟ ଆଇନଜିବି ଏବଂ ଜଣେ ମହିମା ଧର୍ମୀ) ଙ୍କ ସଭାପତିତ୍ୱ ରେ କାଳୁରିଆ ପଞ୍ଚାୟତ ପରିସରରେ…
ସାମ୍ବାଦିକ ଗିରିଶ ନନ୍ଦ ଙ୍କ ଦ୍ୱିତୀୟ ଶ୍ରlଦ୍ଧ ବାର୍ଷିକୀ ପାଳନ
କାମାକ୍ଷାନଗର( ରାଜ କିଶୋର ରାଉତ):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଳ୍ପନା କ୍ଲବ ଠାରେ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ଓ ସମାଜ ପାଠକ ବିଚାର ମଞ୍ଚ ତରଫରୁ ସାମ୍ବାଦିକ ଗୌରବ ଓ ଶାଳବଣ ର କବି ଗିରିଶ ନନ୍ଦ ଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି l
ସେ ଏକାଧାରରେ…
ଅବକାରୀ ବିଭାଗର ଚଢ଼ାଉ ୬୧ ଟି କଫ୍ ସିରଫ ଜବତ ବେପାରୀ ଗିରଫ
କାମାକ୍ଷାନରର (ରାଜ କିଶୋର ରାଉତ): ଢେ଼ଙ୍କାନାଳ ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁରେ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଜଣେ କଫ ସିରଫ ବେପାରୀକୁ ଗିରଫ କରିଛି ଅବକାରୀ ବିଭାଗ ।
ଗିରଫ ଅଭିଯୁକ୍ତ ସୁରପ୍ରତାପପୁର ଗାଁ ହଳଦିଆସାହିର ଦିଲ୍ଲୀପ ସାମଲ । ଦିଲ୍ଲୀପ ନିଜ ଘରେ କଫ…
ପୁରାତନ ଛାତ୍ରସଂଘ ପକ୍ଷରୁ ଗୁରୁପୂଜନ ଉତ୍ସବ
ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହ ସରକାରୀ ଉଚ୍ଚବିଦ୍ୟାଳୟ ପୁରାତନ ଛାତ୍ରସଂଘ ପକ୍ଷରୁ ଶନିବାର ଏକ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଗୁରୁମାନଙ୍କୁ…
ସଖି ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ
ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ସିମିନଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଢେଙ୍କାନାଳ ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସଖିର ପରାମର୍ଶଦାତ୍ରୀ ରଂଜିତା ମଞ୍ଜରୀ କର ଏବଂ କେସ ୱାର୍କର ଅନସୂୟା ମିଶ୍ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ…