Take a fresh look at your lifestyle.
Browsing Category

ଜିଲ୍ଲା ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

କାମାକ୍ଷାନଗର(ରାଜ କିଶୋର ରାଉତ) : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ - ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ଜିରାଳ ତାରେଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର I ଦୁର୍ଘଟଣା ଘଟାଇଥିବା କାରରେ ଦେଶୀ ମଦ ଚାଲାଣ ହେଉଥିଲା । କାମାକ୍ଷାନଗର ପୁଲିସ ଗୋଟାଇବାରୁ…

ହିନ୍ଦୀ ଦିବସ ପକ୍ଷ କାର୍ଯ୍ୟକ୍ରମ ଆୟୋଜିତ

ଢେଙ୍କାନାଳ: ଢେଙ୍କାନାଳ ନେହେରୁ ୟୁବା କେନ୍ଦ୍ର  କାର୍ଯ୍ୟାଳୟରେ ଜାତୀୟ ସେବାକର୍ମୀମାନଙ୍କ ସହଯୋଗରେ ହିନ୍ଦୀ ଦିବସ ପକ୍ଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ିଶା ସମଗ୍ର ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ହୃଦାନନ୍ଦ…

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଙ୍କଡାହାଡ଼: "ଯୁବଶକ୍ତି" ସମର୍ପିତ ଓଡିଶା ପକ୍ଷରୁ କୁଟୁରିଆ ଗ୍ରାମ ପଞ୍ଚାୟତର ଶକ୍ତି ପୀଠ ମା ବିଲେଇଶୁଣି ମନ୍ଦିର ର ସୌନ୍ଦର୍ଯ୍ୟ କରଣ ପାଇଁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାI ଆଜିର ଏହି କାର୍ଯ୍ୟକ୍ରମ ରେ…

ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ସଦାଶିବପୁର ଗ୍ରାମଞ୍ଚାୟତର ବଉଳପୁର ଗ୍ରାମରେ ବାଉଁଶ ହସ୍ତଶିଳ୍ପ କୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବାଉଁଶ…

ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଙ୍କର ବାର୍ଷିକ ଉତ୍ସବ ପାଇଁ ବୈଠକ

ଢେଙ୍କାନାଳ:ଢେଙ୍କାନାଳ ସ୍ଥାନୀୟ ଦଥିବାବନ ଜିୟୁ ମଠ ପରିସର ମଧ୍ୟରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଙ୍କର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ୬୦ ରୁ ଅଧିକ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ । ଆସନ୍ତା ଡିସେମ୍ବର ମାସ ୨୨,୨୩ ଓ ୨୪ ରିଖ ୨୦୨୨…

ଜଙ୍ଗଲ ରୁ ମିଳିଲା ନିଖୋଜ ବୃଦ୍ଧ ଙ୍କ ଗଳିତ ମୃତ ଦେହ

 ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ କର୍ଣ୍ଣାଟକପୁର ଗାଁ ପାଖ ଜଙ୍ଗଲ ରୁ ମିଳିଲା, ନିଖୋଜ ବୃଦ୍ଧ ଙ୍କ ମୃତ ଦେହ, ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ |ସୂଚନା ମୁତାବକ ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ମେଣ୍ଢାପଦା ଗାଁ ର କାଳନ୍ଦୀ ବିଶ୍ୱାଳ | ସେ ୫ଦିନ…

ସାମ୍ବାଦିକ ଗିରୀଶ ନନ୍ଦଙ୍କ ଶ୍ରାଦ୍ଧସଭା

ଢେଙ୍କାନାଳ: ତିଥି ଅନୁଯାୟୀ ଗତକାଲି ଅପରାହ୍ନରେ ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କର ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ବିଭାବନା ଓ କବି ଭୂଷଣ ସଂସଦ ତରଫରୁ କବି କୁଟୀର ଠାରେ ପାଳିତ ହୋଇଯାଇଅଛି । ବିଭାବନାର ସଂପାଦକ କବି ମନୋରଞ୍ଜନ ନନ୍ଦ ଅଧ୍ୟକ୍ଷତା କରି କହିଲେ ଯେ, ଗିରୀଶ ବାବୁ…

କୋରିଆଁ ମା ବ୍ରାହ୍ମଣୀ ଦେବୀ ବଜାରର ନୂତନ କର୍ମକର୍ତ୍ତା ଚୟନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀପୂଜା ଆସନ୍ତା ଅକ୍ଟୋବର ମାସ ୯ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସହରର ସମସ୍ତ ବଜାର ପ୍ରସ୍ତୁତ କାର୍ଯ୍ୟ ଯୋରସୋରରେ କରୁଛନ୍ତି । ସହରସ୍ଥ ୨୩ନମ୍ବର ୱ।ର୍ଡ଼ କୋରିଆଁ ସାହିର ମା ବ୍ରାହ୍ମଣୀ ଦେବୀ ବଜାରର ଚଳିତ ବର୍ଷ ନୂତନ କମିଟି ଗଠନ…

ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ

ଢେଙ୍କାନାଳ : ଗଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ଗ୍ରାମପଞ୍ଚାୟତ କଣ୍ଟମାଳିଆ ଗ୍ରାମ ଓଲଡେନ୍ ଉଡ୍ ଇକୋ ଭିଲେଜରେ ଏକ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଇକୋ ଏବଂ ଆମ୍ରି ହସ୍ପିଟାଲ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ଆଖପାଖ ଖଙ୍କିରା,…

ମଠକରଗୋଳା ମହାବିଦ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ

କାମାକ୍ଷାନରର(ରାଜ କିଶୋର ରାଉତ): ମଠକରଗୋଳା ମହାବିଦ୍ୟାଳୟ +୨ ଏନ୍. ଏସ.ଏସ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । +୨ ଶ୍ରେଣୀର ୫୦ ଜଣ ଓ +୩ ଶ୍ରେଣୀର ୫୦ ଜଣ ସ୍ୱେଛାସେବୀ ଉକ୍ତ ଉତ୍ସବ ରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ…