Take a fresh look at your lifestyle.

ପାର୍ଶ୍ଵ ପରିବର୍ତ୍ତନ ବଡ ଏକାଦଶୀ ନିତି ପାଳିତ

0 25

Get real time updates directly on you device, subscribe now.

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବ ଜିୟୂ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଭାଦ୍ରବ ମାସର ପାର୍ଶ୍ଵ ପରିବର୍ତ୍ତନ ବଡ ଏକାଦଶୀ ନିତି ପାଳିତ ହୋଇଯାଇଛି ।

ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବତ୍ସ ତୁଳସିହାର ଫୁଲ ହାରରେ ସୁ ସହିତ କରାଯାଇ ଥିଲା । ଦ୍ଵାର ପାଳ ପୂଜା ବହ୍ଲବ ଭୋଗ ୧୦, ୩୦ ରେ ଖେଚେଡ଼ି ଭୋଗ ମଧ୍ୟାନ୍ନ ରେ ଅନ୍ନ ଧୂପ ସଧ୍ୟାବେଳେ ଆଳତି ରାତ୍ର ଧୂପ ଓ ମହାଦୀପ ଉଠିବାର ଅଛି ।

ପୂଜକ ଶ୍ରୀବତ୍ସ ମିଶ୍ର ମଳୟ କର, ପାଳିଆ ସେବକ ସମ୍ବୁନାଥ ମହାପାତ୍ର କାହାଳିଆ ଟିକନ ବେହେରା, ଜିମା ଜାର ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଉପସ୍ଥିତିରେ ଏହି ଏକାଦଶୀ ନିତି ସଂପୂର୍ଣ୍ଣ ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.