ନୀରଜ ଚୋପ୍ରାଙ୍କ ରୌପ୍ୟ ପଦକ ହାସଲ, ଢେଙ୍କାନାଳ ସାଂସଦଙ୍କ ଅଭିନନ୍ଦନ
ଢେଙ୍କାନାଳ : ବର୍ମିଂହାମ ରାଜ୍ୟଗୋଷ୍ଠୀ ବିଶ୍ୱ କ୍ରୀଡାରେ ଜାଭଲିନ୍ ତାରକା ନୀରଜ ଚୋପ୍ରାଙ୍କ ସଫଳତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବ ଆଣିଛି । ଏବେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ ବିଶ୍ୱ କ୍ରୀଡା -୨୦୨୨ ଜାଭ୍ଲିନ୍ ଥ୍ରୋ ରେ ୮୮.୧୩ ମିଟର ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି ।
କିନ୍ତୁ ତିନି…