ଏନଏଚ ୫୫ ବିପର୍ଯ୍ୟସ୍ତ ନେଇ ଢେଙ୍କାନାଳ ବନ୍ଦ ଡାକରା ସଫଳ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଶୁକ୍ରବାର ଦିଆଯାଇଥିବା ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ସଫଳ ହୋଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା । ଗାଡି ମଟର ବନ୍ଦ ରହିଥିବାବେଳେ…