Take a fresh look at your lifestyle.

ଭୁବନ ଯୁବ, ଛାତ୍ର ବିଜେଡି ତରଫରୁ ବୃକ୍ଷରୋପଣ

0 38

Get real time updates directly on you device, subscribe now.

ଭୁବନ : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତି (ରୌପ୍ୟ ଜୟନ୍ତୀ ବର୍ଷ) ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିଦେ୍ର୍ଧଶ କ୍ରମେ ଦଳ ତରଫରୁ ସାରା ଓଡିଶାରେ ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।

ଏହି କ୍ରମରେ ଭୁବନ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଆଜି ସ୍ଥାନୀୟ ବୁଦେ୍ଧଶ୍ୱର ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଯୁବ ବିଜେଡି ଓ ଛାତ୍ର ବିଜେଡି ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୂୟସୀ ପ୍ରଶଂସା କରିବା ସହ ନିଜେ ବୃକ୍ଷ ରୋପଣ କରି ଦଳୀୟ କର୍ମୀଙ୍କୁ ଉସôାହିତ କରିଥିଲେ ।

 

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.