Take a fresh look at your lifestyle.

ମଠକରଗୋଳା ମହାବିଦ୍ୟାଳୟରେ +୨ ବିଜ୍ଞାନ ଓ ବାଣିଜ୍ୟରେ ଶତ ପ୍ରତିଶତ ଫଳାଫଳ

କାମାକ୍ଷାନଗର(ରାଜ କିଶୋର ରାଉତ):  +୨ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶା ଦ୍ଵାରା ପରିଚାଳିତ ଚଳିତବର୍ଷ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମଠକରଗୋଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ଫଳାଫଳ ପ୍ରାପ୍ତ ହେବାର ଏକ ବିରଳ ରେକର୍ଡ ସ୍ଥାପନା କରିଛନ୍ତି । +୨ ବିଜ୍ଞାନରେ ୧୦୬…

ବିଦ୍ୟୁତ ଆଘାତରେ ମହିଳା ମୃତ

ଭୁବନ: ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ , ମଙ୍ଗଳବାର ୧୧ ଘଟିକା ସମୟରେ ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସିନେମା ହଲ ନିକଟସ୍ଥ ଧନେଶ୍ୱର ନାୟକ ଙ୍କ ପନôୀ ସସ୍ମିତା (୨୮) ଘରେ କେହି ନଥିବା ସମୟରେ ପ୍ଲଗ ପଏଣ୍ଟ ରୁ…

ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା

ଢେଙ୍କାନାଳ: ଗତକାଲି କାମାକ୍ଷାନଗର କଳିଙ୍ଗ ଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦)ଙ୍କ ସଡକ ଦୁର୍ଘଟଣା ମୃତୁ୍ୟରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋକସଭାରେ ସବୁରି କଥା ସଂପାଦକ ସଦାଶିବ ମହାପାତ୍ର…

ବାଘମୁଣ୍ଡା-ସୁଣ୍ଢିକାଟେଣି ରାସ୍ତା ମରାମତି ଦାବିରେ ବାଘମୁଣ୍ଡା ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଲେ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ) :ବାଘମୁଣ୍ଡା-ଶୁଣ୍ଢିକାଟେଣି ରାସ୍ତା ମରାମତି ଲୋକମାନେ ନିଜେ କରୁଛନ୍ତି ରାସ୍ତାର ସ୍ଥାଇ ମରାମତି ପାଇଁ ପ୍ରଶାସନକୁ ଯେତେ ଗୁହାରି କଲେ କେହି ଶୁଣୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଆଜି ସେହି ରାସ୍ତା ଦେଇ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ବୃକ୍ଷ…

ଢେଙ୍କାନାଳରୁ ଚେନ୍ନାଇକୁ ଦ୍ରୁତଗାମୀ ରେଳ ଚଳାଚଳ ପାଇଁ ସଂସଦରେ ପ୍ରସ୍ତାବ ଦେଲେ ସାଂସଦ ମହେଶ ସାହୁ

ଢେଙ୍କାନାଳ : ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସ୍କୃତିକ, କୃଷି ଭିତିକ ଜିଲ୍ଲା ଢେଙ୍କାନାଳ, ଶିଳ୍ପନଗରୀ ଅନୁଗୁଳ, କୋଇଲା ନଗରୀ ତାଳଚେର ପ୍ରଭୃତି ଅଂଚଳ ଦେଇ ଯେଉଁସବୁ ଯାତ୍ରୀବାହୀ ରେଳ ଅନ୍ୟ ରାଜ୍ୟକୁ ଚଳାଚଳ କରୁଛି, ସେଥିପାଇଁ ସଂପୃକ୍ତ ଅଂଚଳବାସୀମାନେ ଯେତିକି ଉପକୃତ ହେଉଛନ୍ତି…

ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ବିୟୋଗରେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘର ଶୋକସଭା

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ କାମାକ୍ଷାନଗର କଳିଙ୍ଗ ଟିଭିର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି(୩୨) ଆଜି ରାସ୍ତା ଦୁର୍ଘଟଣାରେ ତାଙ୍କର ବିୟୋଗରେ ଏକ ଶୋକସଭା କଙ୍କଡାହାଡ଼ ଠାରେ ଅନୁଷ୍ଠିତ ହେଇଥିଲା । ଦୁଷ୍ମନ୍ତ ଙ୍କ ପରଲୋକ ରେ ଓଡ଼ିଆ…

ବ୍ୟଙ୍ଗ କବିତା – ଫରମା ନିଶା ଟା ଉତୁରି ଯାଇଛି

ଆମରି ଗାଁର ଧରମା ଦାଦି ଟା ଗମେଟ ଚାକିରି କରିଛି ଦରମା ସାଙ୍ଗକୁ ଭଲକି ଗଣ୍ଡାଏ ଫରମା ବି ସେ ପାଉଛି।(୧) ଗାଁ ମାଟିକୁ ସେ ଭୁଲି ଯାଇଛି ସେ ଭୁବନେଶ୍ୱର ରେ ରହୁଛି ଲୋନ କରିକି ନୟାପଲ୍ଲୀ ରେ ଘରଟିଏ କିଣି ଦେଇଛି।(୨) ଫରମା ଟଙ୍କାରେ ପୁଅକୁ ତା'ର ଡାକ୍ତର କରିବ ଭାବୁଛି ଘରର…

ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିରରେ ୫୯ ଟି ଅଭିଯୋଗ ର ସମାଧାନ

ଭୁବନ :ଭୁବନ ପଂଚାୟତ ସମିତି ସଭାଗୃହଠାରେ ଆଜି ଜିଲ୍ଲାପାଳ ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ୬୨ ଟି ବ୍ୟକ୍ତିଗତ (ବାର୍ଦ୍ଧକ୍ୟ/ବିଧବା ଭତା,ରାସନ କାର୍ଡ,ଆବାସ ଯେଜନା ଗୃହ) ,୪ ଟି ସାମୁହିକ ସମସ୍ୟା ଓ ୬ ଟି ଚିକିସôା ସହାୟତା ସମୁଦାୟ ୭୨ ଟି ଅଭିଯୋଗ ମଧ୍ୟରୁ ୫୯ ଟି…

ସଡକ ଦୁର୍ଘଟଣାରେ ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଙ୍କ ଅକାଳ ବିୟୋଗ

ଭୁବନ : ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଥାନା ଛକ ନିକଟରେ ସଡକ ଦୁର୍ଘଟଣାରେ କଳିଙ୍ଗ ଟିଭି ର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦) ଙ୍କର ଅକାଳ ବିୟୋଗ ହୋଇଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ,ଆଜି ସୋମବାର ସକାଳ ୧୦ ଘଟିକା ସମୟରେ ଜିଲ୍ଲାପାଳ ଙ୍କ ଜନଶୁଣାଣି…

ପ୍ରାକ୍ତନ ସାଂସଦ ସୁବାଷ ନାୟକଙ୍କ ବିୟୋଗରେ ଶୋକ

ଢେଙ୍କାନାଳ : କଳାହାଣ୍ଡି ଜିଲ୍ଲାର ବରିଷ୍ଠ ନେତା ପ୍ରାକ୍ତନ କଂଗ୍ରେସ୍ ସାଂସଦ ସୁବାଷ ନାୟକଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକପ୍ରକଟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ନରସିଂହ ରାଓଙ୍କ ସରକାରରେ ସୁବାଷ ବାବୁ ସଂସଦରେ ୧୯୯୧ ରୁ ୧୯୯୫ ପର୍ଯ୍ୟନ୍ତ…