ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ୧୩୫ ତମ ଜନ୍ମଜୟନ୍ତୀ ମହାସମାରୋହ ରେ ପାଳିତ
କାମାକ୍ଷାନଗର ( ରାଜ କିଶୋର ରାଉତ): କାମାକ୍ଷାନଗର ଏନଏସି ରେକୁଳା ସତସଙ୍ଗ କେନ୍ଦ୍ର ଠାରେ ଶ୍ରୀ ଶ୍ରୀ ଠାକୁର ଅନକୁଳଚନ୍ଦ୍ର ଙ୍କ 135ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l
ସତସଙ୍ଗ ର ବରିଷ୍ଠ ରୀତିକ ପୂଜ୍ୟ ବିନୋଦ କୁମାର ମିଶ୍ର ଙ୍କ ପରିଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ…