ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବୀ
ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଗତ ୧୩ ତାରିଖରେ ଚନ୍ଦନ ନାଏକ ନାମକ ଜଣେ ରୋଗୀ ଓ ମାତ୍ର ଚାରିଦିନ ବ୍ୟବଧାନରେ ଗତ ୧୭ ତାରିଖ ଦିନ ଦୁର୍ଯେ୍ୟାଧନ ନାୟକ ନାମକ ଅନ୍ୟ ଏକ ରୋଗୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
ଉଭୟଙ୍କ ଚିକିତ୍ସାରେ ଅବହେଳା, ବେଡ୍ ନପାଇବା ଓ ଯନ୍ତ୍ରଣା…