Take a fresh look at your lifestyle.

ସ୍ୱାଧିନତା ଦିବସ ରେ କବିତା ପାଠୋତ୍ସବ

0 4

Get real time updates directly on you device, subscribe now.

ଭୁବନ: ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସାରା ରାଜ୍ୟରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି କ୍ରମରେ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଶାସନ (ମଣିପୁର) ଠାରେ ବ୍ରାହ୍ମଣୀ ସାହିତ୍ୟ ସଂସଦ ତରଫରୁ କବିତା ପାଠୋସôବ ଅନୁଷ୍ଠିତ ହୋଇଥିଲା ।

ସାହିତ୍ୟ ସଂସଦ ସଭାପତି ଶାନ୍ତନୁ କୁମାର ଦାଶ ଙ୍କ ଅଧ୍ୟକ୍ଷତା ଓ ସଂପାଦକ ପ୍ରଶାନ୍ତ କୁମାର ଦ୍ୱିବେଦୀ ଙ୍କ ସଂଯୋଜନାରେ ସାରସ୍ୱତ ସାଧକ ତଥା କବି ରବୀନ୍ଦ୍ର କୁମାର ହୋତା , ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର , କବି ରବୀନ୍ଦ୍ର କୁମାର ଦାଶ , ପ୍ରେମାନନ୍ଦ ପାଣିଗ୍ରାହୀ , ପ୍ରଫୁଲ୍ଲ କୁମାର ଦାଶ , ପୁରୁଷୋତମ ମିଶ୍ର , ସନ୍ତୋଷ ଦ୍ୱିବେଦୀ , ଚିତ ରଂଜନ ମିଶ୍ର , ତୁଷାରକାନ୍ତି ମିଶ୍ର , ନରୋତମ ପତି , କ୍ଷୀରୋଦ ମିଶ୍ର , କବୟିତ୍ରୀ ବିଳାସିନୀ ପୃଷ୍ଟି , ପୁଷ୍ପାଞ୍ଜଳି ମିଶ୍ର , ବିଳାସିନୀ ମିଶ୍ର ,ସ୍ନେହାଞ୍ଜଳି ମିଶ୍ର ,ତୃପ୍ତିମୟୀ ପଣ୍ଡା ପ୍ରମୁଖ ଯେଗଦେଇ ସ୍ୱରଚିତ କବିତା ପାଠୋସôବ କରିଥିଲେ । ଶେଷରେ କ୍ଷୀରୋଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.