Take a fresh look at your lifestyle.

ଭୁବନ ର ବିଭିନ୍ନ ସ୍ଥାନରେରେ ୭୬ ତମ ସ୍ୱାଧିନତା ଦିବସ ପାଳିତ

ପଞ୍ଚାୟତ ସମିତି କାର୍ଯ୍ୟାଳୟ ଭୁବନ : ଭୁବନ ପଞ୍ଚାୟତ ସମିତିତରଫରୁ ୭୬ ତମସ୍ୱାଧିନତା ଦିବସ ପାଳିତହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିକହିଥିଲେ ଯେ,୭୫ ବର୍ଷ ପୂର୍ବେ ଆଜିର ଦିନରେ ଆମକୁ କଷ୍ଟଲବ୍ଧ ସ୍ୱାଧିନତା ମିଳିଥିଲା ।…

ଅହମ୍ମଦିୟା ମୁସଲିମ ଜାମେ ମସଜିଦ ଗୁଣ୍ଡିଚାପଡ଼ା ଠାରେ ଜାତୀୟ ପତାକା ଉତୋଳନ

ଢେଙ୍କାନାଳ (ଅନସାର ଅଲି ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅହମ୍ମଦିୟା ମୁସଲିମ୍ ଜାମେ ମସଜିଦ ଠାରେ "ସ୍ୱାଧୀନତାର ଅମୃତ ମହୋତ୍ସବ" ଅବସରରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ଅହମ୍ମଦିୟା ମୁସଲିମ୍ ସଂଗଠନର ସଭାପତି ତଥା ମୁଖ୍ୟ ଅତିଥି ସୁଲେମାନ ଅଲୀ ଖାଁ ପତାକା ଉତୋଳନ…

କଲ୍ୟାଣ ସୌରଭ ଦାଶ ଭୁବନ ବ୍ଲକରେ ନୂତନ ବିଡିଓ ଭାବେ ଯୋଗଦେଲେ

ଭୁବନ : ଭୁବନ ବ୍ଲକରେ କଲ୍ୟାଣ ସୌରଭ ଦାଶ ନୂତନ ବିଡିଓ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସମେତ ସମସ୍ତ କର୍ମଚାରୀ ନୂତନ ବିଡିଓ ଶ୍ରୀଯୁକ୍ତ ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ବିଡିଓ ଶ୍ରୀ…

ବ୍ରାଉନ ସୁଗାର ବେପାରୀ କାବୁ:୩୦ଗ୍ରାମ ବ୍ରାଉନ ସୁଗାର ଜବତ କଲା ଢେଙ୍କାନାଲ ଅବକାରୀ ସ୍କ୍ୱାର୍ଡ

ଢେଙ୍କାନାଳ: ସଦର ଥାନା ଅଂଚଳରେ ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀକୁ କାବୁ କରିଛି । କାବୁ ହୋଇଥିବା ବ୍ରାଉନ ସୁଗାର ବେପାରୀ ବଳଦିଆବନ୍ଧ ଗ୍ରାମର ବିଷ୍ଣୁ ଚରଣ ସାହୁ ବୋଲି ଜଣାପଡିଛି । ତା ଠାରୁ ଅବକାରୀ ସ୍କ୍ୱାର୍ଡ ୩୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି…

ଏସଟିଏଫ ର ଚଢ଼ାଉ: ୫ଟି ଦେଶୀ ପିସ୍ତଲ ସହ ଅଫୁଟା ଗୁଳି ଜବତ

ଢେଙ୍କାନାଳ:  ଢେଙ୍କାନାଲ ସଦର ଥାନା ଅଂଚଳ ପାଲଟି ଯାଇଛି ଚୋରା ବନ୍ଧୁକ କାରବାରର ହବ । ସଦର ଥାନା ଅଂଚଳରେ ଏସଟିଏଫ ର ଚଢ଼ାଉରେ ୫ଟି ଦେଶୀ ପିସ୍ତଲ ସହ ଅଫୁଟା ଗୁଳି ଜବତ କରି ଜଣଙ୍କୁ କାବୁ କଲା ଏସ ଟି ଏଫ  । ଗତ କିଛିଦିନ ପୂର୍ବେ ଭାପୁର ଅଂଚଳରୁ ଏସ ଟି ଏଫ ଚଢ଼ାଉ କରି ୭ଟି ଚୋରା ବନ୍ଧୁକ…

ମହିମା ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳନ

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଆଜି ତା ୧୫.୦୮.୨୦୨୨ରିଖରେ ଏନ୍.ଏସ୍. ଏସ୍ ଓ ଏନ୍.ସି.ସିର ମିଳିତ ଆନୁକୁଲ୍ଯରେ "ସ୍ଵାଧୀନତା ଦିବସ" ପାଳିତ ହୋଇଯାଇଅଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାଇତ୍ଵରେ ଥିବା ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରତ୍ନାକର…

ଢେଙ୍କାନାଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ

ଢେଙ୍କାନାଳ: ଢେଙ୍କାନାଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆଜି ୭୬ତମ ସ୍ୱାଧିନତା ଦିବସ ଧୂମ୍ଧାମ୍ରେ ପାଳନ କରାଯାଇଛି । ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ଦେଶର ମହାନ୍ ପୁରୁଷ, ବୀର ଓ ସହୀଦ ଯେଉଁମାନଙ୍କର ଅକ୍ଲାନ୍ତ…

ଆମ୍ ଆଦମୀ ପାର୍ଟି ର ବିଭିନ୍ନ ବ୍ଲକରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ

ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ୱାଧୀନତାର ଅମୃତ ମହୋତ୍ସବ ଆମ୍ ଆଦମୀ ପାର୍ଟି ପକ୍ଷରୁ ପାଳିତ ହୋଇଯାଇଛି l ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକ ଧ୍ବଜାରୋହଣ କରିଥବା ବେଳେ ଗଁଦିଆରେ ଜିଲ୍ଲା ସମ୍ପାଦକ ବିଷ୍ଣୁପ୍ରସାଦ ପଣ୍ଡା, ସଦର ବ୍ଲକ ଭାପୁରରେ ଜିଲ୍ଲା…

ଆଜି ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରପୁତ୍ର ମାନଙ୍କୁ ମାଲ୍ୟାପଣ.

ଢେଙ୍କାନାଳ: ଆଜି ଦେଶ ପାଳୁଛି ୭୬ ତମ ସ୍ଵାଧୀନତା ଦିବସ, ଏହି ଅବସରରେ ଢେଙ୍କାନାଳ ଠାରେ ବିଭିନ୍ନ ସ୍ଥାନରେ ଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ କୃଷି ଓ କୃଷକ ଶଶକ୍ତି କରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମାଲ୍ୟାପଣ କରିଥିଲେ । ବସ୍ ଷ୍ଟାଣ୍ଡ ରେ ଥିବା ଗାନ୍ଧି ପାର୍କରେ ମହାତ୍ମା…

ରାଧାଦେଈପୁର ସରକାରୀ ଉଚ୍ଚବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ

ଢେଙ୍କାନାଳ: ସଦର ବ୍ଳକ୍ ଅନ୍ତର୍ଗତ ରାଧାଦେଈପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଅଦ୍ୟ ତା୧୫ଅଗଷ୍ଟ୨୦୨୨ରିଖରେ ମହାସମାରୋହରେ ସ୍ଵାଧୀନତା ଦିବସ ପାଳିତ ହୋଇଅଛି। ଆଜାଦି କା ଅମୃତ ମହୋତ୍ସବ ସାରାଦେଶରେ ପାଳିତ ହେବା ସହ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଗତ ତା୧୩ରିଖରୁ ତା୧୫ରିଖ ଯାଏଁ ତିନି ଦିନ…