ହଂସୀ ବୁଣାକାର ମହାସଙ୍ଘ ବୈଠକ
ଯୋରନ୍ଦା : ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ କାଲୁରିଆ ପଞ୍ଚାୟତ ପରିସରରେ ଢେଙ୍କାନାଳ ଜିଲା ହଂସୀବୁଣାକାର ମହାସଙ୍ଘ ଅର୍ଣ୍ଣକୋଟିସ୍ୱର ଜୋନ ୫ ଠାରେ ସଭାପତି ବିଜୟକୁମାର ବେହେରା (ଓଡିଶା ଉଚ୍ଚ ନ୍ୟାୟଳୟ ଆଇନଜିବି ଏବଂ ଜଣେ ମହିମା ଧର୍ମୀ) ଙ୍କ ସଭାପତିତ୍ୱ ରେ କାଳୁରିଆ ପଞ୍ଚାୟତ ପରିସରରେ…