ଖଟିଆରେ ବୁହାହୋଇ ନାଳ ପାର ହେଲେ ରୋଗୀ
କାମାକ୍ଷା ନଗର( ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ଗୋବରୀ ଗାଁ କୁ ଯିବାକୁ ହେଲେ ଏକ ନାଳ ଟିଏ ପଡ଼ିଥାଏ । ସେହି ନାଳ ଦେଇ ପ୍ରତେକ ଦିନ ଲୋକ ମାନେ ବ୍ଲକ କିମ୍ବା ପଞ୍ଚାୟତ ଅଫିସ କୁ ଯାଇଥାନ୍ତି। ଗୋବରୀ ଗାଁ ଠାରୁ ବାମ ଉଚ୍ଚ ବିଦ୍ୟାଳୟ ପ୍ରାୟ ୩…