ସୁନିଆ ଓ ବାମନ ଜନ୍ମ ଦିନ ଉପଲକ୍ଷେ ନୂଆ ଚୁଡ଼ା ଲାଗି…
ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବ ଜିୟୂ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଭାଦ୍ରବ ମାସର ବାମନ ଜନ୍ମ ଦିବସ ଉପଲକ୍ଷେ ନୂଆ ଚୁଡ଼ା ଲାଗି କରାଯାଇଥିଲା. ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବତ୍ସ ତୁଳସିହାର ଫୁଲ ହାରରେ ସୁ ସହିତ କରାଯାଇ ଥିଲା ।
ଦ୍ଵାର ପାଳ ପୂଜା ବହ୍ଲବ ଭୋଗ ,ନୂଆ…