Take a fresh look at your lifestyle.

ସୁନିଆରେ ଲକ୍ଷ୍ମୀପୂଜା ମାଟି ଅନୁକୂଳ ହେଲା

ଭୁବନ : ଭୁବନର ଅନ୍ୟତମ ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ପବିତ୍ର ବାମନ ଜନ୍ମ ସୁନିଆ ରେ ମାଟି ଅନୁକୂଳ ହୋଇଥିଲା । ମହାଲକ୍ଷ୍ମୀ ଯୁବକ ସଂଘ (ଅରାସାହି) , ଶ୍ରୀଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ (ନୂଆବଜାର) ସମେତ ଲତାବିଲ ,ଟୋଲଙ୍କବେରେଣୀ , ବଡହାଟ ପ୍ରଭୃତି ଅନୁଷ୍ଠାନ ତରଫରୁ ଶୋଭାଯାତ୍ରାରେ ଯାଇ…

ମହୋତ୍ସବ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ସହ ଭାଇଚାରା ସୃଷ୍ଟି କରିଥାଏ : ଏମପି ମହେଶ ସାହୁ

ଭୁବନ : ଭୁବନ ଯାତ୍ରା ପଡିଆଠାରେ ଶ୍ରୀଗଣେଶ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗଣେଶ ମେଲଣ ୨୦୨୨ ଉଦଯାପନ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ସହଭାଇଚାରା ସୃଷ୍ଟି କରିଥାଏ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ…

ଗଣେଶ ଭସାଣିରେ ଦୁଲୁକିଲା ଭୁବନ

ଭୁବନ : ଭୁବନ ର ପ୍ରସିଦ୍ଧ ଗଣେଶ ପୂଜା ଭସାଣି ଉସôବ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଦିନ ୧୧ ଘଟିକା ସମୟରେ ମେଲଣ ପଡିଆରୁ ସମସ୍ତ ଗଣେଶ ମୂର୍ତୀ ଭସାଣି ଶୋଭାଯାତ୍ରାରେ ବାହାରି କାଳୀବଜାର ,କଲେଜ ରୋଡ ,ଅରବିନ୍ଦ ମାର୍ଗ ଦେଇ ରାମ ମନ୍ଦିର…

ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନର ୭୫ବର୍ଷ ପୂର୍ତି ସମାରୋହ ଉଦଘାଟିତ

ଢେଙ୍କାନାଳ: ଢେଙ୍କାନାଳର ପ୍ରମୁଖ ପୂଜା ଅନୁଷ୍ଠାନ ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନର ୭୫ବର୍ଷ ପୂର୍ତି ସମାରୋହ ବୁଧବାର ସନ୍ଧ୍ୟାରେ ପୂଜା ମଣ୍ଡପ ନିକଟରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲାପାଳ ସରୋଜ କୁମାର ସେଠୀ ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା…

ଶିଶୁ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ଆମ ପ୍ରତିଭା – ଆମ ସମ୍ମାନ’ ଅନୁଷ୍ଠାନ

ଢେଙ୍କାନାଳ: ଆସନ୍ତା ୧୪ ନଭେମ୍ବର ଶିଶୁଦିବସରେ ବିଭିନ୍ନ ବର୍ଗର ଶିଶୁ ପ୍ରତିଭାମାନଙ୍କୁ ଉତ୍ସାହିତ କରି ବିକଶିତ କରିବା ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିବା ପାଇଁ ""ଆମ ପ୍ରତିଭା-ଆମ ସମ୍ମାନ'' ପକ୍ଷରୁ ସ୍ଥିରିକୃତ ହୋଇଛି । ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର…

ଟାଟା ପାୱାର କର୍ମଚାରୀଙ୍କ ବିଶ୍ୱକର୍ମା ପୂଜା ଚାନ୍ଦା ଆଦାୟକୁ ନେଇ ଅଭିଯୋଗ

ଢେଙ୍କାନାଳ : ପୂର୍ବରୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋଡ୍ ଏବଂ ପରେ ସେସୁ କର୍ମଚାରୀମାନେ ବିଶ୍ୱକର୍ମା ପୂଜା ପାଇଁ ଗ୍ରାହକଙ୍କ ଠାରୁ ଚାନ୍ଦା ଆଦାୟ କରୁଥିଲେ । ସଂପୃକ୍ତ ଅଂଚଳର ଲାଇନମ୍ୟାନ ଓ ହେଲପର ଯିଏହେଲେ ଜଣେ ଘରକୁ ଘର ବୁଲି ଶାଳୀନତାର ସହ ଚାନ୍ଦା ଆଦାୟ କରୁଥିଲେ । ମାତ୍ର ଏବେ ଟାଟା…

ପୁରୁଣାକୃତି ଓ ସଂସ୍କୃତିକୁ ଫେରାଇବା ପାଇଁ ପ୍ରୟାସ ହେବା ଦରକାର-ମହେଶ ସାହୁ

ଢେଙ୍କାନାଳ  :  ଢେଙ୍କାନାଳ ଜିଲ୍ଲାରେ ଅନେକ ପୁରୁଣା କୃତୀ, କୀର୍ତୀ ଓ ସଂସ୍କୃତି ଫେରାଇବା ପାଇଁ ଆମ ସମସ୍ତଙ୍କର ପ୍ରଗାଢ ପ୍ରୟାସ ରହିବା ଦରକାର । ଯାହାଫଳରେ ଏହା ଆଗାମୀ ପିଢୀକୁ ଉତମ ମାର୍ଗ ଦର୍ଶନ କରିବାରେ ଖୁବ୍ ସହାୟକ ହେବ ବୋଲି ଢେଙ୍କାନାଳ ସାଂସଦ   କହିଛନ୍ତି । ଆଜି ଏକଦିବସୀୟ ଗସ୍ତ…

ଶିକ୍ଷା କ୍ଷେତ୍ରରେ ଶତୃଘ୍ନ ଭୂତିଆଙ୍କ ଶିକ୍ଷାଦାନ ଛାତ୍ର ସମାଜ ପାଇଁ ପ୍ରେରଣା-ସାଂସଦ

ଢେଙ୍କାନାଳ  : ଢେଙ୍କାନାଳ କଲ୍ୟାଣ ମଣ୍ଡପ ଠାରେ ଲେଖକ ସଂସଦ ସଭାପତି ଭିକାରୀ ଚରଣ ରାଉତଙ୍କ ସଭାପତିତ୍ୱରେ ବିଶିଷ୍ଟ ଶିକ୍ଷାବିତ୍ ଶତୃଘ୍ନ ଭୂତିଆଙ୍କ ଏକାଦଶାହ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇ ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ କାମନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ…

ଢେଙ୍କାନାଳରେ ଖୋଲିଲା ରୁଚି ର ୧୪ ତମ ଫୁଡ୍‌ ଆଉଟ୍ ଲେଟ୍ ଫ୍ରୋଜିଟ୍

ଢେଙ୍କାନାଳ: କୁଞ୍ଜକାନ୍ତ ସ୍ଥିତ ଖେମକା ସପିଙ୍ଗ ହଲ ଆଗରେ ଆଜି ରୁଚି ତରଫରୁ ତାର ୧୪ ତମ ଫୁଡ୍ ଆଉଟ୍ ଲେଟ୍ ଯାହାର ନାମ ଫ୍ରେଜିଟ୍ ଉଦ୍‌ଘାଟନ ହୋଇଯାଇଛି । ଯାହାକୁ ଉଦ୍ ଘାଟନ କରିଥିଲେ ରୁଚି ର ଆମ୍ବାସେଟର ଅର୍ଚ୍ଚିତା ସାହୁ ତାଙ୍କ ସହିତ ଥିଲେ ଢେଙ୍କାନାଳ ସାସଂଦ ମହେଶ ସାହୁ ଓ ରୁଚିର ଅଧକ୍ଷ…

ସୁନିଆ ଓ ବାମନ ଜନ୍ମ ଦିନ ଉପଲକ୍ଷେ ନୂଆ ଚୁଡ଼ା ଲାଗି…

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବ ଜିୟୂ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଭାଦ୍ରବ ମାସର ବାମନ ଜନ୍ମ ଦିବସ ଉପଲକ୍ଷେ ନୂଆ ଚୁଡ଼ା ଲାଗି କରାଯାଇଥିଲା. ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବତ୍ସ ତୁଳସିହାର ଫୁଲ ହାରରେ ସୁ ସହିତ କରାଯାଇ ଥିଲା । ଦ୍ଵାର ପାଳ ପୂଜା ବହ୍ଲବ ଭୋଗ ,ନୂଆ…