Take a fresh look at your lifestyle.

ଜଙ୍ଗଲ ରୁ ମିଳିଲା ନିଖୋଜ ବୃଦ୍ଧ ଙ୍କ ଗଳିତ ମୃତ ଦେହ

 ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ କର୍ଣ୍ଣାଟକପୁର ଗାଁ ପାଖ ଜଙ୍ଗଲ ରୁ ମିଳିଲା, ନିଖୋଜ ବୃଦ୍ଧ ଙ୍କ ମୃତ ଦେହ, ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ |ସୂଚନା ମୁତାବକ ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ମେଣ୍ଢାପଦା ଗାଁ ର କାଳନ୍ଦୀ ବିଶ୍ୱାଳ | ସେ ୫ଦିନ…

ଅର୍ଥ ପାଇଁ ହେବ ଅର୍ଥନୈତିକ ଅବରୋଧ-ସାଂସଦ

ଢେଙ୍କାନାଳ : ସ୍ୱାଧିନତା ପରଠାରୁ ଢେଙ୍କାନାଳ ଲୋକସଭା କ୍ଷେତ୍ର ରାଜ୍ୟକୁ ଓ କେନ୍ଦ୍ରକୁ ସର୍ବାଧିକ ରାଜସ୍ୱ ଦେଉଛି । ମାତ୍ର ରାଜ୍ୟ ସରକାର ବିଧାୟକମାନଙ୍କୁ ବର୍ଷକୁ ୩କୋଟି ଟଙ୍କା ହାତ ପାଣ୍ଠି ଦେଉଥିଲାବେଳେ ସାଂସଦ ୩ବର୍ଷରେ ୧୫କୋଟି ଟଙ୍କା ହାତପାଣ୍ଠି ପାଇବା କଥା । ମାତ୍ର ଅଦ୍ୟାବଧି ୨…

ସାମ୍ବାଦିକ ଗିରୀଶ ନନ୍ଦଙ୍କ ଶ୍ରାଦ୍ଧସଭା

ଢେଙ୍କାନାଳ: ତିଥି ଅନୁଯାୟୀ ଗତକାଲି ଅପରାହ୍ନରେ ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କର ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ବିଭାବନା ଓ କବି ଭୂଷଣ ସଂସଦ ତରଫରୁ କବି କୁଟୀର ଠାରେ ପାଳିତ ହୋଇଯାଇଅଛି । ବିଭାବନାର ସଂପାଦକ କବି ମନୋରଞ୍ଜନ ନନ୍ଦ ଅଧ୍ୟକ୍ଷତା କରି କହିଲେ ଯେ, ଗିରୀଶ ବାବୁ…

“ପ୍ରତ୍ୟେକ କାର୍ଯ୍ୟର ସଫଳତା ପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ- ସାଂସଦ”

ଢେଙ୍କାନାଳ :  ଓଡାପଡା ବ୍ଲକ୍ ଅନ୍ତର୍ଗତ ଗଦାଶିଳା ଗ୍ରାମପଂଚାୟତ କଲ୍ୟାଣମଣ୍ଡପ ଠାରେ ଦାଣ୍ଡିମାଳ ସ୍ୱାଭିମାନ ସଂଗଠନର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସ୍ନେହ, ଶ୍ରଦ୍ଧା,…

କୋରିଆଁ ମା ବ୍ରାହ୍ମଣୀ ଦେବୀ ବଜାରର ନୂତନ କର୍ମକର୍ତ୍ତା ଚୟନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀପୂଜା ଆସନ୍ତା ଅକ୍ଟୋବର ମାସ ୯ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସହରର ସମସ୍ତ ବଜାର ପ୍ରସ୍ତୁତ କାର୍ଯ୍ୟ ଯୋରସୋରରେ କରୁଛନ୍ତି । ସହରସ୍ଥ ୨୩ନମ୍ବର ୱ।ର୍ଡ଼ କୋରିଆଁ ସାହିର ମା ବ୍ରାହ୍ମଣୀ ଦେବୀ ବଜାରର ଚଳିତ ବର୍ଷ ନୂତନ କମିଟି ଗଠନ…

ଭାରତୀୟ ଜୀବନବୀମା ଦେଶର ଆର୍ଥିକ ସୁଧାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନେଇଛି

ଢେଙ୍କାନାଳ : ଭାରତୀୟ ଜୀବନବୀମା ଢେଙ୍କାନାଳ ଶାଖା ପକ୍ଷରୁ ବୀମା ସପ୍ତାହ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ପ୍ରବନ୍ଧକ ବି ସୁଜିତ କୁମାର ଯୋଗଦେଇ ଭାରତୀୟ ଜୀବନବୀମା ଦେଶର ଆର୍ଥିକ ସୁଧାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନେଇଛି ବୋଲି କହିଥିଲେ । ଉତ୍ସବରେ…

ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ

ଢେଙ୍କାନାଳ : ଗଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ଗ୍ରାମପଞ୍ଚାୟତ କଣ୍ଟମାଳିଆ ଗ୍ରାମ ଓଲଡେନ୍ ଉଡ୍ ଇକୋ ଭିଲେଜରେ ଏକ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଇକୋ ଏବଂ ଆମ୍ରି ହସ୍ପିଟାଲ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ଆଖପାଖ ଖଙ୍କିରା,…

କୁଣ୍ଡି ନାଳ ରେ ମହାଦୁର୍ନୀତି : ହସୁଛି ଠିକାଦାର କାନ୍ଦୁଛି ଚାଷୀ

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ପଂଚାୟତ ର କନ୍ଦରସିଙ୍ଗା ଗ୍ରାମ ରେ ଦେଖିବାକୁ ମିଳିଛି I ମହାଦୁର୍ନୀତି ଗ୍ରାମ ର ପାର୍ଶ୍ଵ ଦେଇ ଏକ ନାଳ ବୋହି ଯାଇଛି I କୁଣ୍ଡି ନାଳ ନାମରେ ପରିଚିତ ନାଳ ଟି ଏପରି ଭାବରେ ପ୍ରଭାହିତ ହେଉଛି କୀ ଏକର…

ମହିଳା ବିଜେଡି କର୍ମୀ ମାନଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କୁ ରାଜଧାନୀ ଠାରେ ସମ୍ଭର୍ଦ୍ଧନା

କାମାକ୍ଷାନରର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରୁ ସମ୍ମାନ ଜନକ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ଧରି ଦିନ ୧୨ ଘଟିକାରେ ଭୁବନେଶ୍ୱର ବିମାନବନ୍ଦର ଠାରେ ପହଞ୍ଚିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କର ଆହ୍ବାନ କ୍ରମେ ନିଜ ପ୍ରିୟ…

ମଠକରଗୋଳା ମହାବିଦ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ

କାମାକ୍ଷାନରର(ରାଜ କିଶୋର ରାଉତ): ମଠକରଗୋଳା ମହାବିଦ୍ୟାଳୟ +୨ ଏନ୍. ଏସ.ଏସ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । +୨ ଶ୍ରେଣୀର ୫୦ ଜଣ ଓ +୩ ଶ୍ରେଣୀର ୫୦ ଜଣ ସ୍ୱେଛାସେବୀ ଉକ୍ତ ଉତ୍ସବ ରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ…