Take a fresh look at your lifestyle.

ଅବକାରୀ ବିଭାଗର ଚଢ଼ାଉ ୬୧ ଟି କଫ୍ ସିରଫ ଜବତ ବେପାରୀ ଗିରଫ

କାମାକ୍ଷାନରର (ରାଜ କିଶୋର ରାଉତ): ଢେ଼ଙ୍କାନାଳ ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁରେ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଜଣେ କଫ ସିରଫ ବେପାରୀକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ସୁରପ୍ରତାପପୁର ଗାଁ ହଳଦିଆସାହିର ଦିଲ୍ଲୀପ ସାମଲ । ଦିଲ୍ଲୀପ ନିଜ ଘରେ କଫ…

ପୁରାତନ ଛାତ୍ରସଂଘ ପକ୍ଷରୁ ଗୁରୁପୂଜନ ଉତ୍ସବ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହ ସରକାରୀ ଉଚ୍ଚବିଦ୍ୟାଳୟ ପୁରାତନ ଛାତ୍ରସଂଘ ପକ୍ଷରୁ ଶନିବାର ଏକ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଗୁରୁମାନଙ୍କୁ…

ଶହୀଦ ସରୋଜ ସାହୁଙ୍କ ପାଇଁ ବଣସିଂହ ଅଞ୍ଚଳ ଗର୍ବିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହଠାରେ ଶହୀଦ ସରୋଜ ସାହୁଙ୍କ ୨୫ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶହୀଦଙ୍କର ଏକ ପୂର୍ଣ୍ଣାବୟାବ ପ୍ରତିମୂର୍ତ୍ତି ଅତିଥିମାନଙ୍କ ଦ୍ୱାରା ଅନାବରଣ ହୋଇଛି । ଉତ୍ସବରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଖଣି, ଇସ୍ପାତ ଓ…

ସଖି ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ସିମିନଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଢେଙ୍କାନାଳ ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଖିର ପରାମର୍ଶଦାତ୍ରୀ ରଂଜିତା ମଞ୍ଜରୀ କର ଏବଂ କେସ ୱାର୍କର ଅନସୂୟା ମିଶ୍ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ…

ବରିଷ୍ଠ ନାଗରିକ , ଜାତିର ସମ୍ପଦ- ମହେଶ ସାହୁ

ଢେଙ୍କାନାଳ :  ଅଭିନନ୍ଦନ ଗାର୍ଡେନ୍ର ସଭାଗୃହରେ ଢେଙ୍କାନାଳ ବରିଷ୍ଠ ନାଗରିକ ମଂଚର ୧୮ତମ ପ୍ରତିଷ୍ଠା ଦିବସ ମଂଚର ସଭାପତି ପ୍ରହଲ୍ଲାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ପାଳନ କରାଯାଇଅଛି । ଏଥିରେ ମାନ୍ୟବର ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣେଶଙ୍କ ମୃତିରେ ପୁଷ୍ପମାଲ୍ୟ ଅର୍ପଣ…

ଯମୁନାକୋଟ ଗ୍ରାମରେ ରାସନ ସାମଗ୍ରୀ ହେରଫେର, ଥାନାରେ ଅଭିଯେIଗ ପରେ  ହିତାଧିକାରୀ ଙ୍କୁ ଚାଉଳ ମିଳିଲା

ଭୁବନ: ଦାରିଦ୍ର୍ୟ ସୀମାରେ ଖାତଳେ ଥିବା ଗରିବ ଲୋକ ଙ୍କୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳଯୋଗାଇ ଦେଉଥିବାବେଳେ କେନ୍ଦ୍ର ସରକାର ମାସିକ ମୁଣ୍ଡପିଛା୫ କିଲୋ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ଡିଲର ମାନେ ଏଥିରେ ବ୍ୟାପକ ହେରାଫେରି କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଥାନାଧିକାରୀ ଙ୍କ ଧମକ…

ବାବା ପ୍ରେମାନନ୍ଦ ଗିରି ଙ୍କ ୬୩ ତମ ଶ୍ରାଦ୍ଧଉତ୍ସବ ପାଳିତ

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ କାଶୀ ବିଶ୍ୱନାଥ ମନ୍ଦିର (ଛତାମଠ) ଠାରେ ପରମ ପୂଜ୍ୟ ବାବା ପ୍ରେମାନନ୍ଦ ଗିରିଙ୍କର ୬୩ ତମ ଶ୍ରାଦ୍ଧଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବାବା ରାମାନନ୍ଦ ଭାରତୀ ଙ୍କ ଅଧ୍ୟକ୍ଷତା ଓ କାଶୀ ବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ହରିହର…

ଢେଙ୍କାନାଳ ଏଲ୍ଆଇସିରେ ୬୬ତମ ବୀମା ସପ୍ତାହ ପାଳିତ

ଢେଙ୍କାନାଳ:ଭାରତୀୟ ଜୀବନବୀମା ନିଗମ ଢେଙ୍କାନାଳ ଶାଖା କାର୍ଯ୍ୟାଳୟରେ ୬୬ତମ ବୀମା ସପ୍ତାହ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ଶାଖା ମୁଖ୍ୟ ପ୍ରବନ୍ଧକ ପି. ସୁଜିତ୍ କୁମାର ପ୍ରଦୀପ ପ୍ରଜ୍ୱଳନ କରି ସପ୍ତାହ ବ୍ୟାପୀ ପାଳନ ହେବାକୁ ଥିବା ବୀମା ସପ୍ତାହକୁ ଉଦ୍ଘାଟନ କରିଥିଲେ । ସେ…

ରାମିଆଳ ବାମ ପାର୍ଶ୍ଵ ମୁଖ୍ୟ କେନାଲ ରେ ୫୦ଫୁଟ ର ଘାଇ, ଏକର ଏକର ଧାନ କ୍ଷେତ ଜଳ ମଗ୍ନ, ଚିନ୍ତାରେ ଚାଷୀ

କାମାକ୍ଷାନରର (ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ସଶାପାସି ଗାଁ କୁଶବେରଣା ଦେଇ ଯାଇଥିବା ରାମିଆଳ ବାମ ପାର୍ଶ୍ଵ ମୁଖ୍ୟ କେନାଲ ରେ ୫୦ଫୁଟ ର ଘାଇ ସୃଷ୍ଟି ହୋଇଛି |ଫଳରେ ଏକର ଏକର ଧାନ କ୍ଷେତ ଜଳ ମଗ୍ନ ହୋଇଛି | ତେବେ ପୂର୍ବରୁ ଏହି ସ୍ଥାନରେ ଏକ ଛୋଟ ଭୋଳ ସୃଷ୍ଟି…

ଆମ୍ବମାଳିଆ ଧୋଡା ବୁଲି ଦେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନାଟକଟା ମୌଜା ରେ ଥିବା ୨ ଶହ ଏକର ପରିମିତ ଜଳଭଣ୍ଡାର ର ପୁର୍ନର ଉଦ୍ଧାର କରାଯାଇ ଇକୋ ଟୁରିଜିମ କ୍ଷେତ୍ର ପାଇଁ ଭୁବନ କୃଷକ ସମାଜ ପକ୍ଷରୁ ଗତ 2021ମସିହା ଜାନୁଆରୀ 17 ବାର୍ଷିକ ଉତ୍ସବ ରେ ମହାତ୍ମା ଗାନ୍ଧୀ ଓଷଧୀୟ ଉଦ୍ୟାନ ରେ ପ୍ରସ୍ତାବ…