ରାଇସ୍ ମିଲ କେମିକାଲ ପାଣି ପଦାରେ ମାଡୁଛି , ନଷ୍ଟ ହେଉଛି ଚାଷ ଜମି !!
କାମାକ୍ଷାନଗର: ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲ ପଞ୍ଚାୟତ ଅନ୍ତର୍ଗତ ଗବଗୋଡା ମୌଜାରେ ଆଜକୁ ଦୁଇ ତିନି ବର୍ଷ ହେବ ମୌଜାରେ ଗଢିଉଠିଛି ତ୍ରିଶକ୍ତୀ ରାଇସ୍ୟ ମିଲ୍ । ରାଇସ ମିଲର କେମିକାଲ ପାଣି ଧାନ ବିଲରେ ମାଡୁଥିବାରୁ ଧାନ ମୂଳ ପଚି ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି I
କିନ୍ତୁ ଏହି…