Take a fresh look at your lifestyle.

ପ୍ରାକୃତିକ ଚିକିତ୍ସା ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଚାଉଳିଆ ଖମାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୂର୍ଯ୍ୟା ଫାଉଣ୍ଡେସନ ଓ ଇଣ୍ଟରନାସନାଲ ନାଚୁରୋପାଥୀ, ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ନାଚୁରୋପାଥୀ, ଆୟୁଷ ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରାକୃତିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ।…

ସୁବୀର ଘୋଷଙ୍କ ପୁସ୍ତକ ‘ନିଉ ଏଜ୍‍ ପବ୍ଲିକ୍‍ ରିଲେସନ୍ସ’ ଉନ୍ମୋଚିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳରେ ପାଳିତ ଜାତୀୟ ପ୍ରେସ୍‍ ଦିବସ ଅବସରରେ ସୁଲେଖକ ତଥା ଶିକ୍ଷାବିତ ସୁବୀର ଘୋଷଙ୍କ ନୂଆ ଇଂରାଜୀ ପୁସ୍ତକ ‘ନିଉ ଏଜ୍‍ ପବ୍ଲିକ୍‍ ରିଲେସନ୍ସ’ ଉନ୍ମୋଚିତ ହୋଇଛି । ପୁସ୍ତକକୁ ଉନ୍ମୋଚିତ କରିଛନ୍ତି ଆଇଆଇଏମ୍‍ସି,…

ଆମ୍ ଆଦମୀ ପାର୍ଟି ର ଜିଲ୍ଲା କାର୍ଯ୍ୟକାରୀଣି ବୈଠକ

ଢେଙ୍କାନାଳ : ପର୍ଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତର ତୁଳସୀ ପଶିଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଗତ ୬…

ପ୍ରଧାନ ଶିକ୍ଷକମାନଙ୍କର ଏକ ଦିବସୀୟ ତାଲିମ ଶିବିର

ଢେଙ୍କାନାଳ :  ସ୍ଥାନୀୟ ସୁଲକ୍ଷଣାଦେବୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ଡିଜିଟାଲ୍ ଗଭର୍ଣ୍ଣାସ ସମ୍ପର୍କରେ ପ୍ରଧାନ ଶିକ୍ଷକମାନଙ୍କର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସଦର ବିଇଓ ବ୍ରହ୍ମାନନ୍ଦ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲା ଶିକ୍ଷା…

ନିଯୁକ୍ତି ମେଳା କୁ ସଫଳ କରିବା ଦିଗରେ G T Bharat ର ଭୂମିକା

କାମାକ୍ଷାନଗର: ଭାରତ ସରକାର ଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରାଳୟ (MSDE) ର ଯୋଜନା କାର୍ଯ୍ୟକାରୀ ଓ ଜ୍ଞାନ ସହଭାଗୀ National Skill Development Corporation (NSDC) ମାଧ୍ୟମ ରେ ନଭେମ୍ବର 6 ତାରିଖ 2022 ରବିବାର ଦିନ ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ଠାରେ ଏକ କୌଶଳ…

ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ

କୋଣାର୍କ: ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସତର୍କ କରାଇ ଦେଇଛନ୍ତି। ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀ ମାନଙ୍କର ଏକ ସମୀକ୍ଷା ବୈଠକ…

ମହିମା ମହାବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ

ଢେଙ୍କାନାଳ : ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଦୁଇ ଦିନ ଧରି +୨ ପ୍ରଥମ ବର୍ଷର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ମାନଙ୍କୁ କଲେଜ ପରିସରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ତଥା ମାର୍ଗ ଦର୍ଶନ କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷଙ୍କ ସଭାପତିତ୍ଵରେ ଅନୁଷ୍ଠିତ…

ମହିମା ମହାବିଦ୍ୟାଳୟ ଯୋରନ୍ଦାରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ଢେଙ୍କାନାଳ : ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାଦ୍ବାରା "ଜାତୀୟ ସେବା ଯୋଜନା ଦିବସ" ପାଳିତ ହୋଇଯାଇଅଛି। ଏହି ଅବସରରେ ସ୍ବେଚ୍ଛାସେବୀମାନଙ୍କଦ୍ଵାରା ମହାବିଦ୍ୟାଳୟ ପରିସରରୁ ଏକ ସାଇକେଲ ରାଲି  ବାହାରି ଯୋରନ୍ଦା, ନାଟିମା, ଯାମୁସରା ଓ ନୁଆସାହି ଆଦି…

ଭୁବନ ଏନଏସି ତରଫରୁ ସ୍ୱଚ୍ଛ ଭାରତ ପ୍ରଶିକ୍ଷଣ ଶିବିର

ଭୁବନ : ଭୁବନ ଏନଏସି ତରଫରୁ ସଦଭାବନା ଗୃହଠାରେ ସ୍ୱଚ୍ଛଭାରତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରକୁ ସବୁଜ ସୁନ୍ଦରକରି…

ରାଜେଶ କୁମାର ଦେହୁରୀଙ୍କୁ ଦାଇତ୍ୱ ମିଳିଲା ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ

କଙ୍କଡାହାଡ଼:ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଦଶୀପୁର ଗ୍ରାମ ବିଜୁ ଜନତା ଦଳର ଯୁବ ନେତା ରାଜେଶ କୁମାର ଦେହୁରୀଙ୍କୁ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଭାବେ ଦାଇତ୍ୱ ମିଳିଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏ…