Take a fresh look at your lifestyle.

ଢେଙ୍କାନାଳରେ ଖୋଲିଲା ରୁଚି ର ୧୪ ତମ ଫୁଡ୍‌ ଆଉଟ୍ ଲେଟ୍ ଫ୍ରୋଜିଟ୍

0 18

Get real time updates directly on you device, subscribe now.

ଢେଙ୍କାନାଳ: କୁଞ୍ଜକାନ୍ତ ସ୍ଥିତ ଖେମକା ସପିଙ୍ଗ ହଲ ଆଗରେ ଆଜି ରୁଚି ତରଫରୁ ତାର ୧୪ ତମ ଫୁଡ୍ ଆଉଟ୍ ଲେଟ୍ ଯାହାର ନାମ ଫ୍ରେଜିଟ୍ ଉଦ୍‌ଘାଟନ ହୋଇଯାଇଛି ।

ଯାହାକୁ ଉଦ୍ ଘାଟନ କରିଥିଲେ ରୁଚି ର ଆମ୍ବାସେଟର ଅର୍ଚ୍ଚିତା ସାହୁ ତାଙ୍କ ସହିତ ଥିଲେ ଢେଙ୍କାନାଳ ସାସଂଦ ମହେଶ ସାହୁ ଓ ରୁଚିର ଅଧକ୍ଷ ଶ୍ରୀମତି ରଶ୍ମି ସାହୁ ଓ ଢେଙ୍କାନାଳ ଆଉଟ୍ ଲୋଟ ର ମୁଖ୍ୟ ର୍ମିନାଲ କାନ୍ତ ମିଶ୍ର ଓ ସମସ୍ତ କର୍ମ ଚାରି ଙ୍କ ଉପସ୍ତିତିରେ ଉଦ୍ ଘାଟନ ହୋଇଥିଲା ।

ଢେଙ୍କାନାଳ ସହରର ଲୋକମାନଙ୍କର ଚାହିଦା ପୁରଣ କରିବା ପାଇଁ ଏଠାରେ ବିଭିନ୍ନ ସୁସ୍ଵାଦୁ ଖାଦ୍ୟ ଉପଲବ୍ଧ ହେଉଛି ଓ ବିଭିନ୍ନ ତାଜା କେକ୍ ଓ ରୁଚି କମ୍ପାନୀର ଭଳିକି ଭଳି ଚେଷ୍ଟି ପିଜା, ପେଟିସ୍,ବରଗର ଓ ଅନ୍ୟାନ୍ୟ ସବୁ ପ୍ରକାରର ଖାଦ୍ୟ ଉପଲବ୍ଧ ଅଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.