Take a fresh look at your lifestyle.

ସୁନିଆ ଓ ବାମନ ଜନ୍ମ ଦିନ ଉପଲକ୍ଷେ ନୂଆ ଚୁଡ଼ା ଲାଗି…

0 32

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବ ଜିୟୂ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଭାଦ୍ରବ ମାସର ବାମନ ଜନ୍ମ ଦିବସ ଉପଲକ୍ଷେ ନୂଆ ଚୁଡ଼ା ଲାଗି କରାଯାଇଥିଲା. ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବତ୍ସ ତୁଳସିହାର ଫୁଲ ହାରରେ ସୁ ସହିତ କରାଯାଇ ଥିଲା ।

ଦ୍ଵାର ପାଳ ପୂଜା ବହ୍ଲବ ଭୋଗ ,ନୂଆ ଚୁଡ଼ା ଭୋଗ,୧୦, ୩୦ ରେ ଖେଚେଡ଼ି ଭୋଗ ମଧ୍ୟାନ୍ନ ରେ ଅନ୍ନ ଧୂପ ସଧ୍ୟାବେଳେ ଆଳତି ରାତ୍ର ଧୂପ ହୋଇଥିଲା ।

ପୂଜକ ଶ୍ରୀବତ୍ସ ମିଶ୍ର , ପାଳିଆ ସେବକ ସମ୍ବୁନାଥ ମହାପାତ୍ର କାହାଳିଆ ଟିକନ ବେହେରା, ଜିମା ଜାର ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଉପସ୍ଥିତିରେ ଏହି ସୁନିଆ ବାମନ ଜନ୍ମ ଦିନ ନିତି ସଂପୂର୍ଣ୍ଣ ହୋଇଥିଲା ।

- Advertisement -

Leave A Reply

Your email address will not be published.