Take a fresh look at your lifestyle.

ବଜରଙ୍ଗ କ୍ଲବ ତରଫରୁ ଗଡଜାତ ଗାନ୍ଧୀ ସାରଙ୍ଗ ଧର ଦାସ ଙ୍କ ୬୫ତମ ଶ୍ରାଦ୍ଧ ଦିବସ ପାଳନ

ଢେଙ୍କାନାଳ: ଢେଙ୍କାନାଳ ସ୍ଥାନୀୟ ବଳରାମ ମନ୍ଦିର ପାଖରେ ଥିବା ଜିଲ୍ଲାର ବିପ୍ଲବୀ , ସ୍ଵାଧିନତା ସଂଗ୍ରାମୀ ବିଷିଷ୍ଟ ସମାଜବାଦୀ ନେତା ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୫ତମ ଶ୍ରାଦ୍ଧବାର୍ଷିକ ବଜରଙ୍ଗ କ୍ଲବ୍ ତରଫରୁ ପାଳନ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଖଣି ଇସ୍ପାତ ମନ୍ତ୍ରୀ…

ଢେଙ୍କାନାଳ ସଚେତନ ନାଗରିକ ଫୋରମ ଦ୍ୱାରା ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ତିରୋଧାନ ଦିବସ ପାଳିତ

ଢେଙ୍କାନାଳ: ସଚେତନ ନାଗରିକ ଫୋରମ୍ ଦ୍ୱାରା ଆୟୋଜିତ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୫ତମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଫୋରମର କାର୍ଯ୍ୟକାରୀ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳନ ହୋଇ ଯାଇଛି l ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁ…

 ଐତିହାସିକ ବଳଦଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି : ଭସାଣିରେ କେବଳ ପାରମ୍ପରିକବାଦ୍ୟ

ଭୁବନ : ଐତିହାସିକ ,ପାରମ୍ପରିକ ତଥା ଶହେ ବର୍ଷର ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା ଚଳିତବର୍ଷ ଯାକଜମକରେ ପାଳନ ହେବ । ଶନିବାର ଅପରାହ୍ନରେ ଏନଏସି ସଭାଗୃହ ମଧ୍ୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ମାଣ୍ଡିଆରେ ରହିଛି ବହୁତ ଉପକାରୀ ଗୁଣ : ଆସନ୍ତୁ ଜାଣିବା ମାଣ୍ଡିଆର କେତେକ ସ୍ୱାସ୍ଥ୍ୟଗତ ଲାଭ ବିଷୟରେ…

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ: ଆପଣ ଯଦି ନିଜ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିଜ ଆହାରରେ ମାଣ୍ଡିଆ ନିଶ୍ଚିତ ଭାବେ ସାମିଲ କରନ୍ତୁ। ମାଣ୍ଡିଆରେ ଟ୍ରିପ୍ଟୋଫ୍ୟାନ୍‌ ଆମିନୋଏସିଡ ରହିଛି ଯାହା ଭୋକ ନିୟନ୍ତ୍ରଣ କରିଥାଏ। ସେହିପରି ଅନ୍ୟ ଶସ୍ୟ ବା ଚାଉଳ ତୁଳନାରେ ଅଧିକ ପରିମାଣର…

ମୋଦିଙ୍କ ଜନ୍ମଦିନ ଅବସରରେ ଢେଙ୍କାନାଳ ବିଜେପିର ସ୍ୱଚ୍ଛ ଭାରତ ଅଭିଯାନ

ଢେଙ୍କାନାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମ ଦିନ ଅବସରରେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି "ସେବାପକ୍ଷ' ପାଳନ କରିବା ପାଇଁ ନିଷ୍ପତି ନେଇଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ବିଜେପି ତରଫରୁ ରାଜ୍ୟ…

ପୂର୍ତ୍ତ ବିଭାଗ ଠିକାଦାର ସଂଘ ପକ୍ଷରୁ ବିଶ୍ଵ କର୍ମା ପୂଜା ପାଳିତ

ଢେଙ୍କାନାଳ: ସ୍ଥାନୀୟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଠାରେ ଠିକାଦାର ସଂଘ ପକ୍ଷରୁ ଧୂମ୍ ଧାମରେ ବିଶ୍ଵକର୍ମା ପୂଜା ପାଳିତ ହୋଇ ଯାଇଛି । ପ୍ରାତରୁ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା , ଘଟ ଆବାହନ ଓ ବିଶ୍ଵ କର୍ମାଙ୍କୁ ଷୋଳସ ଉପଚାରରେ ପୂଜା କରାଯାଇ ଥିଲା । ବିଭିନ୍ନ ଭୋଗ ରାଗ ଲାଗ କରାଯାଇଥିଲା ।…

ଦ୍ୱିତୀୟା ଓଷା ପାଳିତ

ଢେଙ୍କାନାଳ: ଗଣେଶ ବଜାର ସ୍ଥିତ ମହା ଲକ୍ଷ୍ମୀ ଙ୍କ ମନ୍ଦିର ସମ୍ମୁଖରେ ଦ୍ୱିତୀୟା ଓଷା ପାଳନ କରାଯାଇ ଥିଲା । ବାଉଁଶ ବନ୍ଧ। ଯାଇ କଦଳି ଗଛ ବନ୍ଧ।ଯାଇଥିଲା ଓ ଋନ୍ଦୁଆ ଟଙ୍ଗା ଯାଇ ପାହାଡ଼ା ଲୁଗା ପକାଯାଇ ବୃନ୍ଦାବତି ଙ୍କ ପାଖରେ ମୁରୁଜ ପକାଯାଇ ଥିଲା । ଗୁଆ କଉଡି, ବିଭିନ୍ନ ପରିବା ଓ ଭୋଗ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

କାମାକ୍ଷାନଗର(ରାଜ କିଶୋର ରାଉତ) : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ - ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ଜିରାଳ ତାରେଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର I ଦୁର୍ଘଟଣା ଘଟାଇଥିବା କାରରେ ଦେଶୀ ମଦ ଚାଲାଣ ହେଉଥିଲା । କାମାକ୍ଷାନଗର ପୁଲିସ ଗୋଟାଇବାରୁ…

ହିନ୍ଦୀ ଦିବସ ପକ୍ଷ କାର୍ଯ୍ୟକ୍ରମ ଆୟୋଜିତ

ଢେଙ୍କାନାଳ: ଢେଙ୍କାନାଳ ନେହେରୁ ୟୁବା କେନ୍ଦ୍ର  କାର୍ଯ୍ୟାଳୟରେ ଜାତୀୟ ସେବାକର୍ମୀମାନଙ୍କ ସହଯୋଗରେ ହିନ୍ଦୀ ଦିବସ ପକ୍ଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ିଶା ସମଗ୍ର ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ହୃଦାନନ୍ଦ…

ଜିଲା ଯୁବ କଂଗ୍ରେସ ତରଫରୁ ଜାତୀୟ ବେରୋଜଗାର ଦିବସ ପାଳିତ

ଢେଙ୍କାନାଳ : ସ୍ଥାନୀୟ ଇନ୍ଦିରା ଗାନ୍ଧୀ ସୁପର ମାର୍କେଟ୍ ଠାରେ ଜିଲା ଯୁବ କଂଗ୍ରେସ ଆବାହକ ଅମର ସେନାପତିଙ୍କ ନେତୃତ୍ୱରେ ଜାତୀୟ ବେରୋଜଗାର ଦିବସ ପାଳିତ ହୋଇଯାଇଅଛି । ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲା ଯୁବ କଂଗ୍ରେସ୍ ସ୍ଥାନୀୟ ଯୁବକମାନଙ୍କୁ ନେଇ ବେରୋଜଗାରି ବିରୋଧରେ…