Take a fresh look at your lifestyle.

ସଂଗଠନ ମଜବୁତ ହେଲେ ନିର୍ବାଚନ ଜିତିବା ସମ୍ଭବ : ଆପ୍ ରାଜ୍ୟସଭା ସାଂସଦ ଡ଼ଃ ସନ୍ଦୀପ ପାଠକ

ଢେଙ୍କାନାଳ : ୨୦୨୪ରେ ହେବାକୁ ଥିବା ଓଡିଶା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟି ନୂଆଦିଲ୍ଲୀ ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆପ୍ ରାଜ୍ୟସଭା ସାଂସଦ ତଥା ଜାତୀୟ ସଂଗଠନ ମହାମନ୍ତ୍ରୀ ଡ଼ଃ ସନ୍ଦୀପ ପାଠକ ଓଡିଶାର…

ନିର୍ଭିକ ଓ ପ୍ରଭାବଶାଳୀ ସାମ୍ବାଦିକ ଥିଲେ ମନୋରଞ୍ଜନ

ଢେଙ୍କାନାଳ : ମନୋରଞ୍ଜନ ନନ୍ଦ ଜଣେ ଭଲ ସାହିତ୍ୟ ସଂଗଠକ ଓ ପ୍ରଭାବୀ ସାମ୍ବାଦିକ ଥିଲେ । ସାମ୍ବାଦିକତା କ୍ଷେତ୍ରରେ ସେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ବହୁତ ଖାତିର କରୁଥିଲେ ।  ସାହିତ୍ୟ ଓ ସାମ୍ବାଦିକତାକୁ ଆୟୁଧ କରି ସେ ଲୋକଙ୍କ ସମସ୍ୟାକୁ ସମାଧାନ…

କବି ହରମୋହନ ଦାଶ ଙ୍କର ଜୟନ୍ତୀ ରେ କବିତା ପାଠ

ଢେଙ୍କାନାଳ : ଢେଙ୍କାନାଳ ଥିଙ୍କର୍ସ ଫୋରମ ର ଆୟୋଜନ ରେ ଢେଙ୍କାନାଳ ର  ଯାଉଁଳି ପୋଖରୀ ମଠ ର ପାରାୟଣ ମଣ୍ଡପ ରେ କବି ହରମୋହନ ଦାଶ ଙ୍କର 95ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି | ଫୋରମ ର  ସଭାପତି  ସୋମେନ୍ଦୁ ଶତପଥୀ ଙ୍କ ପୌରୋହିତ୍ୟ ଏବଂ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ  ସଂଯୋଜନା ରେ …

ଚାଉଳିଆ କ୍ରିକେଟ ଟୁର୍ଣ୍ ମେଣ୍ଟ ଉଯାପିତ: ଆଛନ୍ଦ ଚାମ୍ପିୟନ

ଢେଙ୍କାନାନ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଗ୍ରାମ ରେ ଅନୁଷ୍ଠିତ ଚାଉଳିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଫାଇନାଲ ମ୍ୟାଚ ରେ ନୂଆଗାଁ କୁ ହରାଇ ଆଛନ୍ଦ ବିଜୟୀ ହୋବା ସହିତ ଟୁର୍ନାମେଣ୍ଟ ଚମ୍ପିଆନ ହୋଇଛି | ଫାଇନାଲରେ ଅଛନ୍ଦ୨୦ ଉଭର ରେ ସମସ୍ତ ଉଇକେଟ୍ହରାଇ୨୩୧ରନ…

ଆକ୍ରମଣ କରି ଲୁଟିନେବା ଘଟଣାରେ ହାତ ବାନ୍ଧି ବସିଛି ପୋଲିସ:ହସ୍ତକ୍ଷେପ କଲେ ଡିଜିପି

ସୁକିନ୍ଦା : ଥାନାକୁ  ଅଭିଯୋଗ ନେଇଯାଉଥିବା ପ୍ରତେକ ମଣିଷ ଙ୍କୁ ଉତ୍ତମ ବ୍ୟବହାର ସହ ତତକ୍ଷଣାତ ସେବା ଯୋଗାଇ ଦେବାକୁ ରାଜ୍ୟ ଫାଇଭ ଟି କାର୍ଯ୍ୟ କରି ହେଉଛି I ଅଭିଯୋଗ ଆସିବାର ଚବିଶ ଘଣ୍ଟା ମଧ୍ୟରେ ଏତଲା ପଞ୍ଜିକୃତ କରି   ବିନା ମୂଲ୍ୟରେ କପି ପ୍ରଦାନ କରିବାକୁ  ନିର୍ଦେଶନାମା…

କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ

କୋଣାର୍କ : ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କରେ ପୁରାଣ ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଅନନ୍ତ ଅବଧୂତ ମଠ, ସୌର ବ୍ରାହ୍ମଣ ପରିଷଦ ଓଡିଶା ଓ ଅର୍କକ୍ଷେତ୍ର ଗାୟତ୍ରୀ ପରିବାର ପକ୍ଷରୁ ପୂରାଣ ବର୍ଣ୍ଣିତ ମୈତ୍ରେୟ ଋଷିଙ୍କ ଆଶ୍ରମ ବା…

ଓଡାପଡାରେ ମାଣ୍ଡିଆ ରଥ : ଖାଦ୍ୟଥାଳିରେ ମାଣ୍ଡିଆ ସାମିଲ କରିବା ଜରୁରୀ

ଢେଙ୍କାନାଳ : ଓଡାପଡା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ସଚେତନତା ରଥ ୪ ଦିନିଆ ମାଣ୍ଡିଆ ସଚେତନତା ରଥ ବିଭିନ୍ନ ଗ୍ରାମ ପରିକ୍ରମ କରି ସଚେତନତା ସୃଷ୍ଟି କରିଛି  । ଓଡିଶା ମିଲେଟ୍ ମିଶନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ଇଡିଅଟ୍ ପକ୍ଷରୁ ଆୟୋଜିତ ଏହି ରଥକୁ ଓଡାପଡା ପଞ୍ଚାୟତ ସମିତିର…

ସଘନ ପଦ୍ଧତି ରେ କମ ବିହନ ଓ କମ ଖର୍ଚ୍ଚ ରେ ଚାଷୀ ଅଧିକ ମାଣ୍ଡିଆ ଅମଳ କରି ପାରିବେ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା  ଓଡାପଡା  ବ୍ଲକ ଅନ୍ତର୍ଗତ ଇନ୍ଦିପୁର  ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟର ସଭାଗୃହ ଠାରେ ଗତ ଗୁରୁବାର ପୁର୍ବାହ୍ନରେ  ସଘନ ପଦ୍ଧତି ରେ ମାଣ୍ଡିଆ ଚାଷ ସମ୍ପର୍କିତ ଏକ ଦୁଇଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ  ହୋଇ ଯାଇଛ। ଓଡ଼ିଶା ମିଲେଟ୍ ମିଶନ ଏବଂ…

୧୧ଟି ଜିଲ୍ଲାର ଏସପିଙ୍କ ବଦଳି : ଜ୍ଞାନରଞ୍ଜନ ମହାପାତ୍ର ହେଲେ ଢେଙ୍କାନାଳ ଏସ୍‌ପି

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଇପିଏସ ସ୍ତରରେ ହୋଇଛି ଏକ ବଡ ପରିବର୍ତ୍ତନ । ଡିଆଇଜି ଏବଂ ଏସପି ସ୍ତରରେ ହୋଇଛି ଏହି ପରିବର୍ତ୍ତନ । ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଏଭଳି ଏକ ବଡ ଅଦଳବଦଳ କରିଛନ୍ତି । ଏହି ଅବସରରେ ମୋଟ ୧୧ଟି ଜିଲ୍ଲାର ଏସପିଙ୍କ ବଦଳି କରାଯାଇଛି । ଢେଙ୍କାନାଳ ଏସ୍‌ପି ଏଲ.…

ବିକାଶ ଧାରାରେ ସାମ୍ବାଦିକମାନେ ସାମିଲ୍ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ

ଢେଙ୍କାନାଳ: ଆଜି ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ସାଧାରଣ ପରିଷଦ ତଥା ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଢେଙ୍କାନାଳ ଜିଲ୍ଲାକୁ ସୁଦୃଢ କରିବାରେ…