Take a fresh look at your lifestyle.

ଚାଉଳିଆ କ୍ରିକେଟ ଟୁର୍ଣ୍ ମେଣ୍ଟ ଉଯାପିତ: ଆଛନ୍ଦ ଚାମ୍ପିୟନ

0 13

Get real time updates directly on you device, subscribe now.

ଢେଙ୍କାନାନ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଗ୍ରାମ ରେ ଅନୁଷ୍ଠିତ ଚାଉଳିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଫାଇନାଲ ମ୍ୟାଚ ରେ ନୂଆଗାଁ କୁ ହରାଇ ଆଛନ୍ଦ ବିଜୟୀ ହୋବା ସହିତ ଟୁର୍ନାମେଣ୍ଟ ଚମ୍ପିଆନ ହୋଇଛି |

ଫାଇନାଲରେ ଅଛନ୍ଦ୨୦ ଉଭର ରେ ସମସ୍ତ ଉଇକେଟ୍ହରାଇ୨୩୧ରନ ସଂଗ୍ରହ କରି ଥିଲା | ବିଜୟ ଲକ୍ଷ୍ୟ ନେଇ ନୂଆଗାଁତାର ସମସ୍ତ ଉଇକେଟ ହରାଇ ୨୦୦ରନ ସଂଗ୍ରହ କରି ପରାଜିତ ହୋଇଥିଲା | ଉତ୍ସବରେ ଚାଉଳିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ବାବୁଲି ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ I

 ସଦର ବ୍କକ ଉପାଧାକ୍ଷ କାଳଦୀ ବାରିକ, ସମାଜସେବୀ ସୁରେଶ ଚନ୍ଦ୍ର ଜେନା, ସୋଗରପସି ଗ୍ରାମପଞ୍ଚାୟତ ସରପଞ୍ଚ ତପନ କୁମାର ନାଏକ, ସମିତି ସଭ୍ୟ ସର୍ବେଶ୍ଵର ନାଏକ, ଗ୍ରାମସଭାପତି ନୃସିଂହ ଚରଣ ଦାସ, ଗ୍ରାମ ର ଅନ୍ୟତମ ସମାଜ ସେବୀ ଅମ୍ବୁଜ କୁମାର ସାହୁ, ଦୁର୍ଗାଚରଣ ସାହୁ, ବ୍ରହ୍ମାନନ୍ଦ, ରାଉତ, ଯୋଗଦାନ କରି ପୁରସ୍କାର ପ୍ରଦାନ କରିଥିଲେ | 

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.