Take a fresh look at your lifestyle.

ଯଦୁପତି ବିହାର ରେ ଥିବା ରାଧାକୃଷ୍ଣ ମନ୍ଦିର ରେ ଜନ୍ମାଷ୍ଟମୀ

ଢେଙ୍କାନାଳ : ଢେଙ୍କାନାଳ ଦେଉଳସାହି ସ୍ଥିତ ଯଦୁପତି ବିହାର ରେ ଥିବା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ରେ ମନ୍ଦିର ରେ ଦିନ ତମାମ ଭିଡ ଲାଗି ରହିଛି I ମନ୍ଦିର ରେ ପ୍ରାତଃ ରୁ ମଙ୍ଗଳ ଆଳତି ଓ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ରେ ଜୀଉ ଙ୍କୁ ସଜ୍ଜିତ କରଯାଇଥିଲା I ବିଭିନ୍ନ ଫୁଲ…

“ସିଡ଼ି” ବତାଇଲା ଗଣତନ୍ତ୍ରରେ ଗଣଙ୍କର ଭୂମିକା

ଢେଙ୍କାନାଳ : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାଟକ କ୍ଷେତ୍ରରେ ଉକ୍ରର୍ଷତା ପ୍ରତିପାଦିତ କରିଥିବା ନାଟ୍ୟାନୁଷ୍ଠାନ ଅଲଟରନେଟିଭ୍ ରିଦମ୍ ଥିଏଟର୍ର ଦଶମ ସ୍ୱନକ୍ଷତ୍ର ଦିବସ ମଙ୍ଗଳବାର ସହରସ୍ଥିତ ଗୋପବନ୍ଧୁ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ…

ସମାଜ ସେବୀଙ୍କ ପ୍ଲାଜମା ଦାନ

ଢେଙ୍କାନାଳ : ଢେଙ୍କାନାଳ ସହରର ମୀନା ବଜାର କୁମ୍ଭାର ସାହି ସ୍ଥିତ ରାଇଜିଂ ଷ୍ଟାର କ୍ଳବ୍ ଅଧ୍ୟକ୍ଷ ରଶ୍ମିରଞ୍ଜନ ପାଢ଼ୀ ଭୁବନେଶ୍ୱର ସ୍ଥିତ ଏମ୍ସ୍ରେ ଜଣେ ରକ୍ତ ହିନ ରୋଗୀଙ୍କୁ ପ୍ଲାଜମା ଦାନ କରି ମହାନତାର ପରିଚୟ ସୃଷ୍ଟି କରିଛନ୍ତି । ପୂର୍ବରୁ ଶ୍ରୀ ପାଢ଼ୀ କ୍ଳବ୍ ମାଧ୍ୟମରେ ଅନେକ ଥର…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗୁରୁ ଦିବସ ମହାସମାରୋହରେ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗୁରୁ ଦିବସ ଉତ୍ସବଟି ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବଟିକୁ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ତରଫରୁ ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଶିକ୍ଷକ…

ବଣସିଂହ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗୁରୁ ଦିବସରେ ଗୁରୁ ପୂଜନ ଉତ୍ସବ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ସ୍ଥିତ ବଣସିଂହ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପୁରାତନ ଛାତ୍ର ସଂଘ ତରଫରୁ ଆୟୋଜିତ ଗୁରୁପୂଜନ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଲେଖା ରାଉତ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭା ରେ ଜିଲା…

ଶତାୟୁ ବି. ବି. ହାଇସ୍କୁଲ୍, ଢେଙ୍କାନାଳର ଜିଲ୍ଲା ସ୍ତରରେ ମଞ୍ଚସ୍ଥ ଦୁଇଟି ନାଟକ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ…

ଢେଙ୍କାନାଳ :  ଜିଲ୍ଲା ଆଇନ ସେବା ପ୍ରାଧିକରଣ ଢେଙ୍କାନାଳ ଆନୁକୁଲ୍ୟରେ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ,ଢେଙ୍କାନାଳ ଜିଲ୍ଲା ସ୍କୁଲ ସ୍ତରୀୟ (ସ୍କିଟ୍ )ବ୍ୟଙ୍ଗ ନାଟକ ପ୍ରତିଯୋଗିତା -୨୦୨୩ ରେ ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ୦୮ ଜଣ ଛାତ୍ରୀ - ଛାତ୍ରମାନଙ୍କ…

ବିଜେପି ପରିବର୍ଦ୍ଧିତ କୋର୍ କମିଟି ବୈଠକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏ

ଢେଙ୍କାନାଳ : ଗତ ୩ ତାରିଖ ରବିବାର ଦିନ ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଢେଙ୍କାନାଳ ଲୋକସଭା ପରିପର୍ଦ୍ଧିତ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଯୋଗଦେଇ ମହା ଜନସଂପର୍କ ଅଭିଯାନର ସମୀକ୍ଷା କରିବା ସହ…

ସେଣ୍ଟ ଜାଭିୟର୍ସ ହାଇ ସ୍କୁଲରେ ବିଶ୍ୱ ତାଇକୋଣ୍ଡୋ ଦିବସ ପାଳିତ

ଢେଙ୍କାନାଳ: ସଦର ବ୍ଲକ ଅନ୍ତର୍ଗତ ରଣପସି ନିକଟସ୍ଥ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲରେ ଆମେଚର ତାଇକୋଣ୍ଡୋ ଓ ସ୍କୁଲର ମିଳିତ ଆନୁକୂଲ୍ୟରେ ବିଶ୍ୱ ତାଇକୋଣ୍ଡୋ ଦିବସ ପାଳିତ ହୋଇଯାଇଅଛି। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୪ ତାରିଖକୁ ସାରା ବିଶ୍ୱର ଏହି ଦିନକୁ ତାଇକୋଣ୍ଡୋ ଦିବସ ରୂପେ ପାଳନ କରୁଥିବା…

ସଂସ୍କୃତ ହେଉଛି ସଂସ୍କୃତିର ପରିଚାୟକ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠ ଠାରେ ଉକôଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ପଣ୍ଡିତ…

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି

ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ।ଡିସେମ୍ବରରୁ ପଟ୍ଟା ବଣ୍ଟନ । ଭୁବନେଶ୍ୱର ପତିତ ଜମିର ସତ୍ତ୍ୱ ରାଜସ୍ୱ ବିଭାଗ Task Forceର SOP ଭିତ୍ତିରେ ନିର୍ଦ୍ଧାରିତ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ…