Take a fresh look at your lifestyle.

ଜିଲ୍ଲା ବ୍ୟାଡ୍ମିଂଟନ୍ ସଂଘ ଢେଙ୍କାନାଳର ନୂତନ କର୍ମକର୍ତା ଚୟନ

ଢେଙ୍କାନାଳ : ଗତ ୬ ତାରିଖ ଦିନ ଢେଙ୍କାନାଳ ନୂଆପୋଖରୀ ନିକଟ ନୂତନ ଇଣ୍ଡୋର୍ ହଲ୍ ଠାରେ ଜଲ୍ଲା ବ୍ୟାଡ୍ମିଂଟନ ସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର ବାଇ-ଲ ଅନୁଯାୟୀ ନିର୍ବାଚନ ବଦଳରେ ଚୟନ ହେବା ପାଇଁ କର୍ମକର୍ତାମାନେ ମତପ୍ରକାଶ କରିଥିଲେ । ସଭାପତି ଭାବେ ଦୀପକ…

“ସର୍ବପଲ୍ଲୀ ଗୁରୁ ଗୌରବ ସମ୍ମାନ – ୨୦୨୩’

ଢେଙ୍କାନାଳ : ଅଦ୍ୟ ମଙ୍ଗଳବାର ପୂର୍ବାହ୍ନରେ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଉକ୍ରଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଗୋବିନ୍ଦପୁର ଠାରେ ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କ ଜୟନ୍ତୀ ପବିତ୍ର ଗୁରୁଦିବସ ଅବସରରେ ଗୁରୁପୂଜନ ତଥା ସର୍ବପଲ୍ଲୀ ଗୁରୁ ଗୌରବ ସମ୍ମାନ-୨୦୨୩ ଉତ୍ସବ ମହାସମାରୋହରେ ପାଳିତ…

ନଗଡା ଏବେ ତାଗଡ଼ା

ଭୁବନ : ଯାଜପୁର ଜିଲ୍ଲା ଚିଙ୍ଗୁଡ଼ିପାଳ ପଞ୍ଚାୟତ ର ନଗଡ଼ା ଆଜି ତାଗଡ଼ା ହୋଇଯାଇଛି । ଯେଉଁ ନଗଡା ର ଅପପୁଷ୍ଟି ଓ ଅର୍ଦ୍ଧହାର କୁ ନେଇ ୨୦୧୭ ମସିହା ରେ ଓଡିଶା ରାଜନୀତି ସରଗରମ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନଗଡା ର ପାଦଦେଶ ରେ ପହଞ୍ଚି ବିକାଶ ମୂଳକ କାର୍ଯ୍ୟ ପାଇଁ କୋଟି…

ବାଣୀ ସାହିତ୍ୟ ସ°ସଦର ୩୫ ତମ ସ୍ବନକ୍ଷତ୍ର ଉତ୍ସବ ପାଳନ

ଭୁବନ : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାବନ ତିଥିରେ,ବାଣୀ ସାହିତ୍ୟ ସ°ସଦର ବାର୍ଷିକୋତ୍ସବ ବରିଷ୍ଠ ନାଗରିକ ସଂଘ ଗୃହ ରେ ମହାସମାରୋହରେ ପାଳିତ ହୋଇଯାଇଛି । ସ°ସଦର ପ୍ରତିଷ୍ଠାତା ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନଗରପାଳ…

ମିଳିତ ସାହିତ୍ଯ ଆସର ‘ସାହିତ୍ଯ ସଙ୍ଗମ’ ଅନୁଷ୍ଠିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅର୍ନ୍ତଗତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର,ଚାଉଳିଆ ଖମାରଠାରେ ଏହାର ପ୍ରାଚୀର ପତ୍ରିକା ସଜଫୁଲର ସ୍ବନକ୍ଷତ୍ର ଦିବସ ପାଳନ ହୋଇ ଯାଇଛି । ବିଦ୍ୟାଳୟର ଉପସଭାପତି ବୈକୁଣ୍ଠ ବିହାରୀ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡ଼ଜେନା ସାହିତ୍ଯ…

ଓଡାପଡା ନୂତନ ଗୋଷ୍ଠୀ କୃଷି ଅଧିକାରୀଙ୍କ ଯୋଗଦାନ

ଓଡାପଡା : ଓଡାପଡା ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ଭାବେ ମୃତ୍ୟୁଞ୍ଜୟ ମହାରଣା ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି l ଏହି ଅବସରରେ ଓଡାପଡା କୃଷି କର୍ମଚାରୀ ସଙ୍ଘ ସଭାପତି ବିନୋଦିନୀ ସାହୁଙ୍କ ସଭାପତିତ୍ୱରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ଵକ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ…

ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ଗୁରୁଦିବସ ପାଳନ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଖମାର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଶିଶୁ ମାନଙ୍କଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ପ୍ରେମାନନ୍ଦ ରାଉତ, ଉପସଭାପତି ବୈକୁଣ୍ଠ ବିହାରୀ ସ୍ବାଇଁ,ସମ୍ପାଦକ ପତିତପାବନ…

ଯୋରନ୍ଦା ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମନୋଜ ମଞ୍ଜରୀ ଲେଙ୍କା ଯୋଗ ଦେଇ ପ୍ରଦ୍ୱପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ…

‘ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩’ ପ୍ରଦାନ କଲେ ମାନ୍ୟବର ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଥିବା ବିଶେଷ କ୍ଷମତାକୁ ଜାଣିବା ଏବଂ ପିଲାଙ୍କର ସେହି କ୍ଷମତାକୁ ବିକଶିତ କରିବାରେ ସାହାଯ୍ୟ କରିବା ଶିକ୍ଷକ ଏବଂ ଅଭିଭାବକଙ୍କ କର୍ତ୍ତବ୍ୟ ଅଟେ । ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକଙ୍କ ମଧ୍ୟରେ ସମ୍ବେଦନଶୀଳତା ଥିବା ଜରୁରୀ ବୋଲି…

ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ନିତି ପାଳିତ

ଢେଙ୍କାନାଳ : ଢେଙ୍କାନାଳ କୈବଲ୍ୟ ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଜନ୍ମାଷ୍ଟମୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ଟା ବେଳେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ରେ ଅନ୍ନ ଧୂପ,…