୩୦ ବର୍ଷ ଧରି ଝାଲ ମୁଢି ବିକୁଛନ୍ତି ଗଗନ
ଢେଙ୍କାନାଳ - ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଭୁବନ ବ୍ଳକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ମଣିପୁର ଶାସନ ଗ୍ରାମରେ ଗଗନ ବିହାରୀ ଦେହୁରୀଙ୍କ ଘର।
ସେ ଦୀର୍ଘ ୩୦ ବର୍ଷ ହେଲା ଢେଙ୍କାନାଳ ଜିଲ୍ଲା ସମେତ ବିଭିନ୍ନ ସ୍କୁଲ, କଲେଜ, ଫ୍ଲାଟଫର୍ମ ,ବସଷ୍ଟାଣ୍ଡ, ଟ୍ରେନ୍ ଷ୍ଟେସନ ଓ…