ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା ସ୍ୱଚ୍ଛତା ଦିବସ ପାଳନ
ଢେଙ୍କାନାଳ: ମହାତ୍ମାଗାନ୍ଧୀଙ୍କ ଜନ୍ମ ମାସ ଅବସରରେ ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥା ସ୍ୱଚ୍ଛ ଭାରତ ଯୋଜନା ନିମନ୍ତେ ଆଜି ଏକ ଘଂଟା କାର୍ଯ୍ୟକ୍ରମ ପାଳନ କରାଯାଇଛି ।
ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥାର ସମସ୍ତ କର୍ମଚାରୀ ମିଳି ମିଶି ପୂର୍ବତନ ସେବାୟତ ସହଯୋଗୀ…