ଡାକ ଅଭିକର୍ତା ସଂଘର ଧାରଣା
ଢେଙ୍କାନାଳ : ରାଷ୍ଟ୍ରୀୟ ସ୍ୱଳ୍ପ ସଂଚୟ ଅଭିକର୍ତା ସଂଘ ଭାରତ ଏନ୍ଏସ୍ଏସ୍ଏଏଆଇର ଡାକରା କ୍ରମେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଡାକଘର ଏସ୍ଏଏସ୍ ଏବଂ ଏମ୍ପିକେବିୱାଇ ଏଜେଂଟ୍ ମାନେ ୨ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଅଭିକର୍ତାମାନେ କାର୍ଯ୍ୟରୁ ନିବୃତ ରହି ଦାବୀ ପୁରଣ ପାଇଁ ମୁଖ୍ୟ ଡାକଘର…