ତ୍ରିନାଥ ମନ୍ଦିର ର ଶିଳାନ୍ୟାସ ଉତ୍ସବ ପାଳିତ
ଢେଙ୍କାନାଳ : କୈବଲ୍ୟ ବଜାର ସ୍ଥିତ କୃଷକ ବଜାର ଠାରେ ତ୍ରିନାଥ ମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ ପଥର ସକାଳ ୮ ଘଟିକା ସମୟରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା ସଂକୀର୍ତ୍ତନ କରାଯାଇଥିଲା।ପୂଜକ ଲିଙ୍ଗରାଜ ପତି ପୂଜାର୍ଚ୍ଚନା କରିଥିଲେ।…