Take a fresh look at your lifestyle.

ମାଣ୍ଡପା ସାହିରେ ବୋଇତ ବନ୍ଦାଣ

0 10

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ପଦ୍ମ ବଜାର ସ୍ଥିତ ମାଣ୍ଡପା ସାହି ମା’ ଜଗତଜନନୀ ଖୁଦୁରୁକୁଣୀ ଓଷା ଉପଲକ୍ଷେ ସାହିର ଟିକି ଟିକି କୁନି ପିଲାଙ୍କୁ ନେଇ ପୂର୍ବ ପୁରୁଷଙ୍କର ସ୍ମୃତି କୁ ନେଇ ସାଧବମାନଙ୍କ ଏକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରିଥିଲୁ । ଯେମିତି କି ପୁର୍ବଜମାନେ ବୋଇତ ନେଇ ବାଣିଜ୍ୟ କରୁଥିଲେ ।

ଏହି ପୁରୁଣା କଥାକୁ ନେଇ ଆମ୍ଭେମାନେ ସମସ୍ତେ ଓଡ଼ିଶାବାସୀ ସଦାସର୍ବଦା ମନେପକାଇ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଖୁଦୁରୁକୁଣୀ ଓଷା ୪୨ବର୍ଷ ଧରି ଚାଲିଆସୁଥିବା ବେଳେ ମା’ଙ୍କ ପାଖରେ ପ୍ରାର୍ଥନା କରୁଛୁ ଏହି ପରି ଆର୍ଶୀବାଦ ରହିଥାଉ ଓ ଆଗାମୀ ଦିନରେ ପୂଜା ଭଲରେ ହେଉ ।

ସଭାପତି ଶ୍ରୀମତୀ ସୁଭଦ୍ରା ସାହୁ, ସମ୍ପାଦକ ବନିତା ସାହୁ ଓ ସାହି ସମସ୍ତ ବାସିନ୍ଦା ଙ୍କ ଉପସ୍ଥିତି ରେ ଏହି ଖୁଦୁରୁକୁଣୀ ଓଷା ଓ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.