Take a fresh look at your lifestyle.
Monthly Archives

July 2023

ରୋଟାରାକ୍ଟ କ୍ଲବ୍ ର ଚତୁର୍ଥ ଅଧିଷ୍ଠାନ ଉତ୍ସବ

ଢେଙ୍କାନାଳ: ରୋଟାରାକ୍ଟ କ୍ଲବ୍ ଢେଙ୍କାନାଳର ଚତୁର୍ଥ ଅଧିଷ୍ଠାନ ଦିବସ ରବିବାର ଦିନ ସ୍ଥାନୀୟ ରୋଟାରୀ କ୍ଲବ ଢେଙ୍କାନାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂମିତ କର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ରୋଟାରୀ କ୍ଲବ ଢେଙ୍କାନାଳ ର ସଭାପତି…

ଓଡ଼ିଶାର ପ୍ରତି ପରିବାରକୁ ପ୍ରତ୍ୟେକ ମାସରେ ୨୦୦ ୟୁନିଟ ଦେୟମୁକ୍ତ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବାକୁ ଦାବି

ଢେଙ୍କାନାଳ : ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ସମସ୍ତ ସହର ଗାଁରେ ଆପ୍‌ର କାର୍ଯ୍ୟକର୍ତ୍ତା ଘରକୁ ଘର ବୁଲି ଓଡ଼ିଶାର ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବି କରି ୫ ଲକ୍ଷରୁ ଉର୍ଦ୍ଧ୍ବ ବିଜୁଳି ଉପଭୋକ୍ତାଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ଗତ ଜୁନ ୮ ତାରିଖରେ ଭୁବନେଶ୍ଵରରେ…

ପହିଲି ମେଘ

ଟାଇଁ ଟାଇଁ ଖରା ଦେହ ଭୋଗିବାରୁ ବିଦ୍ୟାଳୟ ଛୁଟି ବଢେ, ବର୍ଷା ଆସିବାରୁ ତାତି କମିଗଲା ମେଘ ଝିପିଝିପି ପଡେ । କାଳ ବଇଶାଖି ବାତ୍ୟା ଲଘୁଚାପ ଅବା ହେଉ ମଉସୁମୀ, ହିମ କରିଦିଏ ସାରା ପୃଥିବୀକୁ ତୃଣ ନାଚେ ଝୁମି ଝୁମି । ପ୍ରତି ବର୍ଷ ରଜ ପରେ ବର୍ଷା ଆସେ ଚାଷ ବେଉଷଣ ପାଇଁ, ରଥ…

ଢେଙ୍କାନାଳ ଟାଉନ୍ ପ୍ଲାନିଙ୍ଗ୍ ଅଂଚଳରେ ଡ୍ରେନ୍ ସମସ୍ୟା

ଢେଙ୍କାନାଳ : ଢେଙ୍କାନାଳ ଟାଉନ୍ ପ୍ଲାନିଙ୍ଗ୍ ଅଂଚଳରେ ବର୍ଷା ହେଲେ ସମସ୍ୟା ବଢିଯାଉଛି । ଅଂଚଳରେ ବାସ କରୁଥିବା ଲୋକମାନଙ୍କ ଘରେ ଡ୍ରେନ୍ ପାଣି ପଶିଯାଉଛି । ଏହି ସମସ୍ୟା ୧୫ ରୁ ୨୦ ବର୍ଷ ଧରି ଲାଗି ରହିଛି । ପୌରପରିଷଦକୁ ବାରମ୍ବାର ଜଣାଇଲେ ସୁଧା ଏହାର ସମାଧାନ କରୁନାହାଁନ୍ତି । ଏ…

କାଦୁଆ ମହିମାଶ୍ରମରେ ବନମହୋତ୍ସବ

ଢେଙ୍କାନାଳ: ସଦର ବ୍ଲକ୍ ନାଗିଆପଶି ପଂଚାୟତର କାଦୁଆ ଗ୍ରାମସ୍ଥିତ ମହିମା ଆଶ୍ରମରେ କପିଳାସ ବନାଂଚଳ ଆନୁକୂଲ୍ୟରେ ଚଳିତ ବର୍ଷର ବନମହୋତ୍ସବ ଜୁଲାଇ ୧ ତାରିଖ ଶନିବାର ମଧ୍ୟାହ୍ନରେ ପାଳିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ୍ କର ଯୋଗଦେଇ ବୃକ୍ଷ…

ହାତୀ ଆକ୍ରମଣରେ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନଖଣ୍ଡ ଅନ୍ତର୍ଗତ ଯୋରନ୍ଦା ସେକ୍ସନ ଅନ୍ତର୍ଗତ ସୋଗରପଶି ପଞ୍ଚାୟତର ପାରିଖେଦା ଗ୍ରାମର ଚନ୍ଦନ ନାଏକ ଯୁବକ ବୟସ ୨୬ ବର୍ଷ ସାଇକେଲ ରେ ଯାଉଥିବା ସମୟରେ ସକାଳ 8 ଘଟିକା ସମୟରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି l ତାଙ୍କୁ ସ୍ଥାନୀୟ ଅଟୋ ଯୋଗେ…

ରାଜମିସ୍ତ୍ରୀ ମାନଙ୍କର ଏକ ଦିବସୀୟ ତାଲିମ ଶିବିର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ , ସପ୍ତଶଯ୍ୟା ଓ ଚଉଳିଆ ଗ୍ରାମ ପଞ୍ଚାୟତ ଠାରେ ରାଜମିସ୍ତ୍ରୀ ମାନଙ୍କର ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ୟୁନିସେଫ ସହଯୋଗରେ ଏବଂ ଫିନିସ୍ ସୋସାଇଟିର ଆୟୋଜନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଫିନିସ୍…