Take a fresh look at your lifestyle.
Daily Archives

July 17, 2023

କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ଥିବା ରୁ ସିଦ୍ଧ ବଳରାମଜୀଉଙ୍କର ବିଶେଷ ପୂଜା

ଢେଙ୍କାନାଳ : ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ଥିବା ରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ ବସ୍ତ୍ର, ବିଭିନ୍ନ ଫୁଲ ଓ ତୁଳସୀ ହାର ଲାଗି କରାଯାଇଥିଲା।…

ନାଲକୋ ର ମେକାନାଇଜଡ୍ସୋଇନଗଟର ବଜାର ପ୍ରବେଶ

ଭୁବନେଶ୍ଵର:ନବରତ୍ନଉଦ୍ୟୋଗନ୍ୟାସନାଲଆଲୁମିନିୟମ୍କମ୍ପାନୀଲିମିଟେଡ଼(ନାଲକୋ) ଏହାର ପ୍ରଡକ୍ଟ ପୋର୍ଟଫୋଲିଓ କୁ ଅଧିକ ମଜବୁତଓ ସୁବିସ୍ତୃତ କରିବା ଜାରି ରଖିଅଛି। ଅତୀତରେ“ସ୍ୱତନ୍ତ୍ରଗୁଣଯୁକ୍ତମେକାନାଇଜଡ୍ସୋଇନଗଟର”ସଫଳପରୀକ୍ଷଣପରେ, କମ୍ପାନୀ ଘରୋଇ ନାଲକୋ ର ଅନଗୁଳ ସ୍ଥିତ ସ୍ମେଲ୍ଟର…

ଆଞ୍ଚଳିକ ମୃର୍ତ୍ତିଶିଳ୍ପୀ ସଂଗଠନ ବୈଠକ ଅନୁଷ୍ଠିତ

ଗଁଦିଆ: ଗଁଦିଆ ବ୍ଲକର ଆଞ୍ଚଳିକ ମୃର୍ତ୍ତିଶିଳ୍ପୀ ସଂଗଠନ ବୈଠକ ମାଧପୁର ଶିବ ମନ୍ଦିର ଠାରେ ସଂଘର ବରିଷ୍ଠ ଉପଦେଷ୍ଟା ଭିକାରିଚରଣ ସେନାପତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକ ରେ ସଂଘର ସମ୍ପାଦକ ଅନିଲ ରାଉତ ସଂଘର ବାର୍ଷିକ ବିବରଣୀ ପଠନ କରିଥିଲେ I ଅନୁଷ୍ଠାନ ର ସଭାପତି…

ବାପ ପୁଅଙ୍କୁ ଅପହରଣ, ୨ ଲକ୍ଷ ଦାବି

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ଗଦାଶିଳା ଗ୍ରାମରୁ ମାରଣାସ୍ତ୍ର ଦେଖାଇ ବାପ ପୁଅଙ୍କୁ ଅପହରଣ କରାଯାଇଛି । ଅପହରଣ ପରେ ପରିବାର ଲୋକଙ୍କୁ ଫୋନ୍ ମାଧ୍ୟମରେ ୨ ଲକ୍ଷ ଦାବି କରାଯାଇଛି । ପୁଲିସ୍ ଏହି ଘଟଣାର ତଦନ୍ତ କରି ଭୁବନେଶ୍ୱରରୁ ବାପପୁଅଙ୍କୁ ଉଦ୍ଧାର…

କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ରେ ସିଦ୍ଧ ବଳରାମଜୀଉଙ୍କର ବିଶେଷ ପୂଜା

ଢେଙ୍କାନାଳ : ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି କର୍କଟ ସଂକ୍ରାନ୍ତି ଓ ଚିତାଲାଗି ଅମାବାସ୍ୟା ଥିବା ରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ ବସ୍ତ୍ର, ବିଭିନ୍ନ ଫୁଲ ଓ ତୁଳସୀ ହାର ଲାଗି କରାଯାଇଥିଲା।…

ଓଡ଼ପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କର୍ମଶାଳା

ଢେଙ୍କାନାଳ :  ଓଡ଼ପଡ଼ା ଠାରେ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତି ର ସମ୍ପାଦିକା ବନଲତା ମହାପାତ୍ର ମା ସାରଦା ଙ୍କ ନିକଟ ରେ ଦ୍ଵିପ ପ୍ରଜ୍ବଳନ ପୂର୍ବକ ଜ୍ଞାନ ବିଜ୍ଞାନ କର୍ମଶାଳା ର ଉଦ୍ଘାଟନ କରିଥିଲେ…