Take a fresh look at your lifestyle.
Daily Archives

July 23, 2023

ମହିମା ଭକ୍ତଙ୍କ ପରଲୋକ

aଢେଙ୍କାନାଳ : ମହିମା ଧର୍ମର ବିଶିଷ୍ଟ ଭକ୍ତ ତଥା ସଦର ବ୍ଲକ୍ ଅନ୍ତର୍ଗତ ଚାଉଳିଆ ଗ୍ରାମପଞ୍ଚାୟତ ଖଣ୍ଡିଆବନ୍ଧ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ମାଧବ ରାଉତଙ୍କର ୯୭ ବର୍ଷ ବୟସରେ ପରଲୋକ ହୋଇଛି । ସେ ବାଲ୍ୟବସ୍ଥାରୁ ମହିମା ଧର୍ମ ପ୍ରତି ଆକୃଷ୍ଟ ହୋଇ ମହିମା ଧର୍ମରେ ଦିକ୍ଷୀତ ହୋଇଥିଲେ । ଜୀବନର…

ଲଗାଣ ବର୍ଷାରେ ଆରଡି ରାସ୍ତା ଧସିଲା; ବେଲଟିକିରି ଓ ନାଗିଆପଶି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଓ ନାଗିଆପଶି ଗ୍ରାମପଞ୍ଚାୟତ ମଧ୍ୟରେ ଥିବା ଗ୍ରାମ୍ୟ ନିର୍ମାଣ ବିଭାଜନ(ଆରଡି) ରାସ୍ତା ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବେଲଟିକିରି ଓ ନାଗିଆପଶି ପଞ୍ଚାୟତ ମଧ୍ୟରେ ଏହି ରାସ୍ତାର ଦୁରତ୍ୱ ୩…