Take a fresh look at your lifestyle.
Daily Archives

July 19, 2023

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭…

ଦେଶୀ ମଦ ଶହ ଜଣେ ଗିରଫ ବାଇକ ଜବତ

ଢେଙ୍କାନାଳ  : ଗତକାଲି ରାତ୍ରିରେ ବେଆଇନ ଭାବରେ ଦେଶୀ ମଦ ଚୋରାରେ ଆଣୁଥିବା ଜଣେ ମଦ ବେପାରୀକୁ ଗଁଦିଆ ପୋଲିସ ଗିରଫ କରିଛି I ପୋଲିସ ତାଙ୍କ ଠାରୁ ଏକ ହିରୋ ଗ୍ଲାମର ବାଇକ ଜବତ କରିଛି ଓ 60ଲିଟର ଦେଶୀ ମଦ ଧରିଥିବା ପ୍ରକାଶ I ସୁଚନା ଅନୁସାରେ ,ଭୁବନ ଥାନା ଅନ୍ତର୍ଗତ କାଞ୍ଚନବାହାଳି…

ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବୋରାପଦା ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ବୋରାପଦାଠାରେ ଥିବା ଏକ ପରିତ୍ୟକ୍ତ କୂଅରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଓ ଦୁର୍ଗନ୍ଧ ହେଉଥିବା ସ୍ଥାନୀୟ…