Take a fresh look at your lifestyle.

ଦେଶୀ ମଦ ଶହ ଜଣେ ଗିରଫ ବାଇକ ଜବତ

0 3

Get real time updates directly on you device, subscribe now.

ଢେଙ୍କାନାଳ  : ଗତକାଲି ରାତ୍ରିରେ ବେଆଇନ ଭାବରେ ଦେଶୀ ମଦ ଚୋରାରେ ଆଣୁଥିବା ଜଣେ ମଦ ବେପାରୀକୁ ଗଁଦିଆ ପୋଲିସ ଗିରଫ କରିଛି I ପୋଲିସ ତାଙ୍କ ଠାରୁ ଏକ ହିରୋ ଗ୍ଲାମର ବାଇକ ଜବତ କରିଛି ଓ 60ଲିଟର ଦେଶୀ ମଦ ଧରିଥିବା ପ୍ରକାଶ I

ସୁଚନା ଅନୁସାରେ ,ଭୁବନ ଥାନା ଅନ୍ତର୍ଗତ କାଞ୍ଚନବାହାଳି ଗ୍ରାମର ମଙ୍ଗଳ ସିଂ ମୁଣ୍ଡା (୨୪) ଗତକାଲି ରାତ୍ରିରେ ଏକ ହିରୋ ଗ୍ଲାମର ବାଇକ ନଂ OD04K-5247ରେ ଦେଶୀ ମଦ ଧରି ଗଁଦିଆ ଆଡକୁ ଆସୁଥିବା ସମୟରେ ବିଳମ୍ବିତ ରାତିରେ ପୋଲିସପାଟ୍ରୋଲିଙ୍ଗ କରୁଥିବା ବେଳେ ବରପଦା ଛକଠାରେ ତାକୁ ଧରିବା ସହିତ ଘଟଣା ସ୍ଥଳରୁ ମଦ ଶହ ବାଇକ ଜବତ କରି କେଶ ନଂ 198ରେ ଏକ ମାମଲା ୠଜୁକରି ମଙ୍ଗଳବାର ଅଦାଲତ ଚାଲାଣ କରିଛି I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.