Take a fresh look at your lifestyle.

ହୋଣ୍ଡା ଆକ୍ଟିଭା ଡିକି ଭାଙ୍ଗି ୫୦ ହଜାର ଲୁଟ

ଭୁବନ: ଭୁବନ ଥାନାରେ ନୂଆକରି ଯୋଗଦେଇଥିବା ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଅପରାଧି ମାନଙ୍କର ନିଦ ହଜାଇ ଦେଇଥିବାବେଳେ ଆଜି ଅପରାଧି ମାନେ ଏକ ଲୁଟ ଘଟଣା ଘଟାଇ ନୂଆ ଥନାଧିକାରୀଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶ ଯେ , ଭୁବନ ଥାନା ଅନ୍ତର୍ଗତ ଭୂଷଳ ଗ୍ରାମର ନମିତା…

ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଭୁବନ : ଭୁବନ ବାଜି ରାଉତ ମହାବିଦ୍ୟାଳୟରେ ମୋ କଲେଜ ୟୁନିଟ ଓ ଇକୋ କ୍ଲବ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ‘ମୋ କଲେଜ’ ସଂଯୋଜକ ଅଧ୍ୟାପକ ପ୍ରଭାତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା ମୁଖ୍ୟ ଅତିଥି…

ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତା ପାଲଟିଛି ମରଣାଯନ୍ତା

କଙ୍କଡାହାଡ଼ : କଙ୍କଡାହାଡ଼ ବ୍ଲକ ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତା ରେ ବର୍ଷା ଦିନରେ ଯାତାୟାତ କରିବା ସମ୍ଭବ ହୁଏ ନାହିଁ ।ଏହି ରାସ୍ତାରେ ଅନେକ ଜାଗାରେ ଖାଲ ଖମା ହେଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହେଇ ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥାଏ । ରାସ୍ତାଟି…

ସ୍ତ୍ରୀର କଟାମୁଣ୍ଡ ଧରି ବାର କିଲୋମିଟର ଚାଲିଲା ସ୍ୱାମୀ

ଢେଙ୍କାନାଳ: ପରିବାରକୁ ଛାରଖାର କରିଦେଲା ପରକୀୟା ପ୍ରୀତି ସନ୍ଦେହ । କଟୁରୀ ଚୋଟରେ ସ୍ତ୍ରୀର ମୁଣ୍ଡକୁ  ଶରୀରକୁ ଅଲଗା କଲା ନୃଶଂସ ସ୍ୱାମୀ । ଆଉ ଗୋଟିଏ ହାତରେ କଟା ମୁଣ୍ଡ ଓ  ଅନ୍ୟ ହାତରେ କଟୁରୀ ଧରି ରାଜରାସ୍ତାରେ ଦୀର୍ଘ ୧୨ କିମି ଚାଲିଲା। ଶେଷରେ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ସ୍ୱାମୀକୁ…

ନାଗିଆପଶି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ସଚଳ କରିବାକୁ ଦାବି

ଢେଙ୍କାନାଳ  : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନାଗିଆପଶି ଗ୍ରାମରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି । ଏହି ପ୍ରକଳ୍ପଟି ଦୀର୍ଘଦିନରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆରମ୍ଭରୁ ଏକପ୍ରକାର ଅଚଳ ଅବସ୍ଥାରେ ରହିଛି । ଗ୍ରାମର ୫ହଜାରରୁ ଅଧିକ ଲୋକ ବାସବାସ କରୁଥିଲେ…

ଦୁଇ ମାସରେ ଉଠିଗଲା କଙ୍କ୍ରିଟ୍, ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ

କାମାକ୍ଷାନଗର : ଭୁବନ ବ୍ଲକ ଅନ୍ତର୍ଗତ 53 ନମ୍ବର ଜାତୀୟ ରାଜପଥ ଗୋଡା ଛକ ଠାରୁ ଯାଜପୁର ଜିଲ୍ଲା କୁ ସଂଯୋଗ କରୁଥିବା ଗ୍ରାମ୍ଯଉନ୍ନୟନ ରାସ୍ତାର ଓଡିଶ ଗ୍ରାମର ମହନ୍ତ ସାହି ଠାରୁ ବଡ଼ କାଠିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବାର ଦୁଇ ମାସ ନପୁରୁଣୁ କଙ୍କ୍ରିଟ୍ ଉଠିଥିବା ନେଇ ଦେଖିବାକୁ…

ମହିଳା ଗୋଷ୍ଠୀ ପରିବର୍ତ୍ତେ ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ସଠିକ ପଞ୍ଜିକରଣ ଦାବି

ଢେଙ୍କାନାଳ : ସେବା ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ଚାଷୀ ମାନଙ୍କର ସଠିକ ପଞ୍ଜିକରଣ କରିବାପାଇଁ କାନ୍ତିଓ-ପୁଟସାହି ଗ୍ରାମପଞ୍ଚାୟତର ଚାଷୀ ମାନେ ଜିଲ୍ଲପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଗତ ବର୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଅସାବଧାନତା,…

ଡେଙ୍ଗୁ ମାସ ପାଳନ ଓ ମ୍ୟାଲେରିଆ ନିରାକରଣ ବୈଠକ

ଢେଙ୍କାନାଳ  : ଡେଙ୍ଗୁ ମାସ ପାଳନ, ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ(ଦମନ) କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆନ୍ତଃ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଓ ମୋ ପଂଚାୟତ କାର୍ଯ୍ୟକ୍ରମରେ ମ୍ୟାଲେରିଆ, ଡେଙ୍ଗୁର…

ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଭୁବନ :ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ‘ମୋ କଲେଜ’ ସଂଯୋଜକ ଅଧ୍ୟାପକ ନିରଂଜନ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି , ଯୁକ୍ତ ଦୁଇଅଧ୍ୟକ୍ଷ ସୁରେନ୍ଦ୍ର…

ସାଂସଦ ମହେଶ ସାହୁ ଙ୍କ ଦ୍ୱାରା ସେବାୟତ ସମ୍ବର୍ଦ୍ଧିତ

ଭୁବନ : ଚଳିତ ବର୍ଷ ଭୁବନରେ ରଥଯାତ୍ରା ଓ ବାହୁଡା ଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଥିବାରୁ ବରିଷ୍ଠ ସେବାୟତ ଙ୍କ ସମେତ ସଂକୀର୍ତନ ମଣ୍ଡଳୀ କର୍ମକର୍ତା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଥମ ଥର ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସଦ ମହେଶ ସାହୁ ପ୍ରଥମେ ମହାପ୍ରଭୁ ଜଗନ୍ନାଥ…