Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ବନମହୋତ୍ସବ ପାଳନ

ଯୋରନ୍ଦା: ମହିମା ମହାବିଦ୍ୟାଳୟ ଯୋରନ୍ଦାର ଯୁବ ରେଡ କ୍ରସ ଏବଂ ଜାତୀୟ ସେବା ଯୋଜନା ଆନୁକୁଲ୍ଯରେ ବନମହୋତ୍ସବ ପାଳନ କରାଯାଇଅଛି I ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ର, ଯୁବ ରେଡ କ୍ରସ ର ଉପଦେଷ୍ଟା ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ, ଏନ ଏସ…

ବିନା ସୂଚନା ଫଳକରେ ତରବାରୀଆ ଭାବେ ଚାଲିଛି ନିର୍ମାଣ କାର୍ଯ୍ୟ

କାମାକ୍ଷାନଗର (ରାଜ କିଶୋର ରାଉତ ):ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତର ନୂତନ ପଞ୍ଚାୟତ ଅଫିସ୍ ପଛପାର୍ଶ୍ବ ରେ ତରବରିଆ ଭାବେ ଏକ ଗୃହ ନିର୍ମାଣ ହେବା ସହ ତାହା ପୁଣି ବିନା ସୂଚନା ଫଳକରେ ଚାଲିଛି I ସୂଚନା ଅନୁଯାୟୀ ରାଜ୍ଯ ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତ କୁ ବର୍ଜ୍ୟବସ୍ତୁ…

ମାର୍ଥାପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ

କାମାକ୍ଷାନଗର(ରାଜ କିଶୋର ରାଉତ):ମାର୍ଥାପୁର ଉଚ୍ଚ ବିଦ୍ୟାଳୟ ପରିସରରେ 73 ତମ ବନ ମହୋତ୍ସବ ପାଳିତ ହୋଇଛି I ମଠକରଗୋଳା ବନପାଳ କଳ୍ପନା ବେହେରା ଙ୍କ ନେତୃତ୍ବରେ ମୁଖ୍ୟଅତିଥି ଭାବେ ପ୍ରଧାନ ଶିକ୍ଷକ ଅରୁଣ କୁମାର ସାମଲ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ଯକ୍ରମ ଶୁଭାରମ୍ଭ କରିଥିଲେ I ଜାମୁ,…

ରକ୍ତଦାନ ଶିବିର, ୩୨ ୟୁନିଟ୍ ରକ୍ତ ସଂଗୃହିତ

ଢେଙ୍କାନାଳ : ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଠାରେ ମିଳିତ ଭାବେ ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ ଓ ଛାୟା ଟ୍ରେଡର୍ସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅଭିନବ ଡାଳୁଆ ମୁଖ୍ୟ…

ଡମଶାଳ ହାଇସ୍କୁଲ ମହୋତ୍ସବ: ଶତାଧିକ ଚାରାରୋପଣ

ଭୁବନ : ଭୁବନ ବ୍ଲକ ଓଡିଶ ପଂଚାୟତ ଅନ୍ତର୍ଗତ ଡମଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଭୂତି ଭୂଷଣ ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରି ବୃକ୍ଷରୋପଣର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ପରେ ବିଦ୍ୟାଳୟର…

ପ୍ରଥମ ଦିନରେ ଆଇଆଇସି ଙ୍କ ପ୍ରଥମ ସଫଳତା : ମୋଟରସାଇକେଲ , ପିକ ଅପ ଭ୍ୟାନ ଜବତ

ଭୁବନ : ଭୁବନ ଥାନାରେ ନୂଆ କରି ଯୋଗ ଦେଇଥିବା ଆଇ ଆଇସି ସୌଭାଗ୍ୟ କୁମାର ସ୍ୱାଇଁଙ୍କୁ ପ୍ରଥମ ଦିନରେ ପ୍ରଥମ ସଫଳତା ମିଳିଛି । ଭୁବନ ସହର ଦେଇ ଯାଇଥିବା ଗେଲ୍ଇଣ୍ଡିଆ ର ଗ୍ୟାସ ପାଇପ ଲାଇନକୁ ଭୂଷଳ ପଂଚାୟତର ଅସୁରବନ୍ଧ ନିକଟରେ କେତେକ ଦୁର୍ବୃତ ରବିବାର ରାତି ଗ୍ୟାସ କଟର ରେ କାଟି ପିକ ଅପ…

ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ସେବାକାର୍ଯ୍ୟ

କାମାକ୍ଷାନଗର(ରାଜ କିଶୋର ରାଉତ): ଭାରତୀୟ ସ୍କାଉଟ ଗାଇଡ ଓଡ଼ିଶା ଆନୁକୁଲ୍ୟରେ ପୁରୀଠାରେ ଅନୁଷ୍ଠିତ ରଥଯାତ୍ରାରେ ୫ ଜଣ ରୋଭର୍ ମଠକରଗୋଳା ମହାବିଦ୍ୟାଳୟ ତରଫରୁ ଯୋଗଦାନ କରି ସେବାକାର୍ଯ୍ୟରେ ଉଚ୍ଚ ପ୍ରଶଂସିତ । ଏହି କାର୍ଯ୍ୟକ୍ରମଟି ତା-୨୯.୬.୨୨ ରିଖ ଠାରୁ ତା-୨.୭.୨୨ ରିଖ ପର୍ଯ୍ୟନ୍ତ…

ମଠକରଗୋଳା ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

କାମାକ୍ଷାନଗର( ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତାରେ ଭାରତୀୟ ସ୍କାଉଟ ଗାଇଡ ତରଫରୁ ରୋଭର ଓ ରେଞ୍ଜର ମାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟ ପରିସରରେ ସଜନା,…

ନୀଳାଚଳ ଇସ୍ପାତ କାରଖାନା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର (ଟଙ୍କଧର ଦାଶ) :ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଥିବା ନୀଳାଚଳ ଇସ୍ପାତ କାରଖାନା ଖୁବ ଶୀଘ୍ର ପୁନ କାର୍ଯ୍ୟକ୍ଷମ ହେବ।  ବିଧିବଦ୍ଧ ଭାବେ ଟାଟା ହାତକୁ ଗଲା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ । 12ହଜାର 100 କୋଟି ଟଙ୍କାରେ କିଣିଲା ଟାଟା ଲଂଗରନ କମ୍ପାନୀ। ଶ୍ରମିକଙ୍କ…

ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ୧୯୯୭ ବ୍ୟାଚ ରୈାପ୍ୟ ଜୟନ୍ତି

ଢେଙ୍କାନାଳ : ସଦର ବ୍ଳକ ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ରୈାପ୍ୟ ଜୟନ୍ତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ୧୯୯୭ ମସିହା ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ଓ ବାନ୍ଧବୀମାନେ ଏକତ୍ରିତ ହୋଇ ବନ୍ଧୁମିଳନ ହୋଇଥିଲା। ପୂଜା ପୂଜ୍ୟ ଅନୁଯାୟୀ ବିଦ୍ୟାଳୟର ପୁରାତନ ଓ ନୂତନ…