ପରିଣତ ବୟସରେ ବି ମିଳିନି ଆବାସ, ଭଙ୍ଗା ଚାଳ ତଳେ ବୃଦ୍ଧ ଦମ୍ପତି ଙ୍କ ଜୀବନ
କାମାକ୍ଷାନରର(ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଉଦ୍ଧବ ବେହେରା (68) ପତ୍ନୀ ଯଶୋଦା ବେହେରା (60) ଙ୍କୁ ଆବାସ ଯୋଜନା ମିଳୁ ନଥିବାରୁ ଅଭିଯୋଗ ହୋଇଛି I
ଉଦ୍ଧବ ପାଖା ପାଖି ତିରିଶି ବର୍ଷ ହେବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବାରୁ କୋଣସି କାମ ଧନ୍ଦା…