Take a fresh look at your lifestyle.

ଜୟପୁର ଗ୍ରାମର ବୃଦ୍ଧା ପାଣି ରେ ବୁଡିଗଲା

ଭୁବନ : ଭୁବନ ବ୍ଲକ ଭୂଷଳ ପଂଚାୟତ ର ଜୟପୁର ନିକଟ ଗୋହିରା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଭାସିଯାଇଥିବା ସନ୍ଦେହ ହେଉଛି I ବୁଧବାର ଦିନ ପ୍ରାୟ 11ଟା ବେଳେ ଘରୁ ଯାଇଥିଲେ . ଦିନ ଗୋଟାଏ ଯାଏ ଘର କୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ I ପୂର୍ବତନ ସରପଞ୍ଚ ଚିତ ମଲ୍ଲିକ…

ଶ୍ରମିକ କାର୍ଡରେ ମିଳୁ ନାହିଁ ସରକାରୀ ସହାୟତା! ଦୁଇ ବର୍ଷ ହେଲା ବିଛଣାରେ ଶ୍ରମିକ

କାମାକ୍ଷାନରର ( ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଡଙ୍ଗାପାଳ ଗାଁରେ ଏକ ଦୁଃଖଦାୟକ ଚିତ୍ର ଦେଖିବାକୁ ମିଳିଛି। ଡଙ୍ଗାପାଳ ଗାଁର ଗୋଲେଖ ମହାନ୍ତଙ୍କ ୩୧ ବର୍ଷୀୟ ପୁଅ ଦେବବ୍ରତ ମହାନ୍ତ। ଦୁଇ ବର୍ଷ ତଳେ କାମ କରୁଥିବା ସମୟରେ ଖସି ପଡିବାରୁ…

ବିଜେଡି-ବିଜେପି କନ୍ଦଳ: ଢେଙ୍କାନାଳରେ ଫିକା ପଡିଲା ସ୍ୱାୟତ୍ତ ଶାସନ ଦିବସ

ଢେଙ୍କାନାଳ : ଢେଙ୍କାନାଳ ପୈାରପରିଷଦରେ ବିଜେପି ବିଜେଡି କନ୍ଦଳ ଯୋଗୁଁ ଫିକା ପଡିଛି ସ୍ୱାୟତ ଶାସନ ଦିବସ । ଅପରାଣହ ରେ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମ କୁ ବାତିଲ କରାଯାଇଛି । ନିରାଶ ହେବାକୁ ପଡିଛି ହିତାଧିକାରୀ, ପୈାରବାସୀ ଏବଂ ଭାଗ ନେବାକୁ ଆସିଥିବା କଳାକାର ମାନଙ୍କୁ ।…

ପଥରଖମ୍ବ ଛକ ନିକଟରେ ସଡ଼କ ଦୁର୍ଘଟଣା ମୃତାହତ ଙ୍କ ପରିବାର ଙ୍କୁ ଭେଟିଲେ ଦେବଦତ୍ତ ପଟ୍ଟନାୟକ

କାମାକ୍ଷାନଗର ( ରାଜ କିଶୋର ରାଉତ): ଗତ ଦୁଇଦିନ ତଳେ କାମାକ୍ଷାନଗର ଥାନା ପଥରଖୁମ୍ବ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ସହ ଏକ ଅଟୋ ମୁହାଁମୁହିଁ ଧକା ହୋଇଥିଲା l ଫଳରେ ଅଟୋ ରେ ଥିବା ପାଞ୍ଚ ଜଣ ଘଟଣା ସ୍ଥଳ ରେ ପ୍ରାଣ ହରାଇଥିଲେ l ଏହି ଘଟଣା ସମଗ୍ର ରାଜ୍ୟରେ ଅତ୍ୟନ୍ତ ଶୋକାକୁଳ ପରିବେଶ…

ଲାଞ୍ଚ ନେଇ ଧରାପଡ଼ିଲେ ଢେଙ୍କାନାଳ ସଦର ଥାନା ର ଭାରପ୍ରାପ୍ତ ଡିଏସପି ଅଭିନବ ଡାଲୁଆ

ଢେଙ୍କାନାଳ : ଜଣେ କୋଇଲା ଟ୍ରକ ମାଲିକ ଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଢେଙ୍କାନାଳ ସଦର ଥାନା ର ଭାରପ୍ରାପ୍ତ ଡିଏସପି। ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡିଏସପି ଅଭିନବ ଡାଲୁଆ ଭିଜିଲାନ୍ସ ଜାଲରେ ଛନ୍ଦିହୋଇ ଧରାପଡ଼ିଛନ୍ତି। ଅଭିନବଙ୍କ ସମ୍ପର୍କୀୟଙ୍କ ଘରେ ଓ ସଦର ଥାନା ଆଦି ୮ ଟି…

ଶିକ୍ଷାବିତ୍ ପ୍ରମୋଦ ମହାପାତ୍ର ବିୟୋଗ

ଢେଙ୍କାନାଳ: ଲତାଦେଇପୂରରରେ ୧୯୩୧ ମସିହାରେ ଜନ୍ମିତ  ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ନିଜସ୍ଵ ବାସଭବନରେ ଶିକ୍ଷାବିତ୍ ପ୍ରମୋଦ ମହାପାତ୍ରଙ୍କ ୮୭ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣ ହୋଇଯାଇଛି। ସେ ଶତାୟୁ,ବି.ବି.ହାଇସ୍କୁଲ ଢେଙ୍କାନାଳରୁ ମାଟ୍ରିକ ପରୀକ୍ଷାରେ ପ୍ରଥମ ଥର ପାଇଁ ପ୍ରଥମ…

ଗର୍ଭବତୀ ହାତୀ ମୃତ ଘଟଣାରେ ଦୁଇ ଜଣ କୋର୍ଟ ଚାଲାଣ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଘାଗରାମୁଣ୍ଡା ଫରେଷ୍ଟ ବିଟ ଅଧିନ ଖଇରମୁଣ୍ଡା ଗାଁ ସନ୍ନିକଟ ଜଙ୍ଗଲରୁ ରବିବାର ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଥିଲା । ହାତୀର ଆନୁମାନିକ ବୟସ ୩୦ ରୁ ୩୫ ବର୍ଷ ହେବ ଓ ସେ ଗର୍ଭବତୀ ଥିଲା ।ବ୍ୟବଛେଦ ପରେ ମାଆ ହାତୀ…

ମନରେଗା କାର୍ଯ୍ୟ ରେ ମହା ଦୁର୍ନୀତି ,ଚାଷୀ କୁଳ ହତାଶ

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ପଂଚାୟତ ଅନ୍ତର୍ଗତ ତେନ୍ତୁଳିସିଙ୍ଗା ଓ କନ୍ଦର ସିଙ୍ଗା ଗ୍ରାମ ର ଶତାଧିକ ଚାଷୀ ହତାଶ । ମନରେଗା କାର୍ଯ୍ୟ ରେ ମହାଦୁର୍ନୀତି ର ଅଭିଯୋଗ ଆଣିଛନ୍ତିI ଶତାଧିକ ଗ୍ରାମବାସି ଯେହେତୁ କି ଗ୍ରାମ ର ଏକର ଏକର…

ମହିଳା କର୍ମଚାରୀ ଜଙ୍ଗଲରୁ ମୁଣ୍ଡରେ ବୋହିଲେ କାଠ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ): କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ସେବାଶ୍ରମ ଗତ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଅଛି ।ଦୁଇ ମହିଳା କର୍ମଚାରୀ ଜଙ୍ଗଲ କୁ ଯାଇ ମୁଣ୍ଡରେ ଭରା କାଠ ବୋହି ସେବାଶ୍ରମ ଭିତରକୁ ନେଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସରକାର ମା କୁ ସମ୍ନାନ ଦେଉଥିବା…

ବିଦ୍ୟାଳୟରେ ଛାତ୍ରଙ୍କୁ ପାଠ ପଢା ଜାଗାରେ ଚାଉଳ ବସ୍ତା ବୋହି ଶ୍ରମିକ ସଜାଇଲେ ସହକାରୀ ଶିକ୍ଷକ

କାମାକ୍ଷାନଗର( ରାଜ କିଶୋର ରାଉତ):ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିଲା ବେଳେ ପ୍ରକୃତ ପକ୍ଷେ ଏହା କେବଳ କାହାଜ କଲମ ରେ ଚାଲିଛି ।ସରକାରୀ ବିଦ୍ୟାଳୟକୁ ୫ଟି ଅନ୍ତର୍ଭୁକ୍ତ କରି ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ବାସ୍ତବରେ ତାହା…