ଯମୁନ।କୋଟ ଠାରେ ବାପୁଜୀ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଘାଟିତ
ଭୁବନ: ଯମୁନ।କୋଟ ଗ୍ରାମ ପଞ୍ଚାୟତ ଖେଳ ପଡିଆ ଠାରେ କର୍କ ବଲ କ୍ରିକେଟ୍ ଟୁର୍ନାମେଣ୍ଟ ଭୁବନ ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୁଭଦ୍ରା ପାତ୍ର ଙ୍କ ଦ୍ଵାରା ଉଦଘାଟିତ ହୋଯାଇଛି ।
ଉକ୍ତ ଉଦଘାଟନ ଉତ୍ସବରେ ଯମୁନକୋଟ ଗ୍ରାମ ପଞ୍ଚାୟତ ପୁର୍ବତନ ସରପଞ୍ଚ ନଟବର ସାହୁ , ବର୍ତ୍ତମାନ ର ସରପଞ୍ଚ …