କୋଣାର୍କ ନାଟ୍ୟମଣ୍ଡପରେ ଅର୍କାଘ୍ୟ ଓ ଅଷ୍ଟମ ପ୍ରହର ନାମ ଯଜ୍ଞ
କୋଣାର୍କ : ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ସ୍ୱର୍ଗତ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟମଣ୍ଡପର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ସମ୍ମୁଖରେ ଅନୁଷ୍ଠିତ ହୋଇଛିି ଅଷ୍ଟମପ୍ରହର ନାମ ଯଜ୍ଞ ଓ ଅର୍କାଘ୍ୟ । ଗୁରୁବାର ଅଧିବାସ ଓ ଶୁକ୍ରବାର ମକର…