ଧାନ ମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ
ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗଦାଶିଳା ପଞ୍ଚଯାତ ର ଧାନ ମଣ୍ଡିରେ ଲାଗିରହିଥିବା ସମସ୍ୟାର ସମାଧାନ ନିମନ୍ତେ ଚାଷୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି | ଓଡାପଡା ବ୍ଲକ ଗଦାଶିଳା ଗ୍ରାମର ସମସ୍ତ ଚାଷୀ ବର୍ଷ ସାରା ଧାନ ଚାଷ ଉପରେ ନିର୍ଭର କରିନ୍ତି | ଚଳିତ ବର୍ଷ ବାରମ୍ବାର…