Take a fresh look at your lifestyle.

ନୃତ୍ୟ ଶିଳ୍ପୀ  ଗୌରୀଶଙ୍କର ଜୁନିଅର ଫେଲୋସିପ ପାଇଁ ମନୋନୀତ

ଢେଙ୍କାନାଳ: ଓଡ଼ିଶୀ ନୃତ୍ୟ ଶିଳ୍ପୀ  ଗୌରୀ ଶଙ୍କର ଦାଶ ଆଜି ଢେଙ୍କାନାଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଭାରତୀୟ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ୨୦୧୯୨୦ ବର୍ଷ ପାଇଁ ଜୁନିଅର ଫେଲୋସିପ ପାଇବା ପାଇଁ  ମନୋନୀତ ହୋଇଛନ୍ତି। ପ୍ରତ୍ୟେକ ବର୍ଷ ସଂସ୍କୃତି କ୍ଷେତ୍ରରେ ଅତୁଳନୀୟ ଅବଦାନ…

ଶିକ୍ଷାଗତ ଯୋଗ୍ୟତା ଭିତିରେ ଅମଲାଙ୍କ ଦରମା ସମୀକରଣ କର

ଢେଙ୍କାନାଳ : ଓଡ଼ିଶା ଅମଲା ସଂଘ, ଢେଙ୍କାନାଳ ଶାଖାର ଏକ ଜରୁରୀ ବୈଠକ ଅରୁଣ କୁମାର ପଳିୟାରସିଂହଙ୍କ ସଭାପତିତ୍ୱରେ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରୁ ପ୍ରତିନିଧିମାନେ ଯୋଗଦାନ କରି ଦୀର୍ଘଦିନରୁ ଦିଆଯାଇଥିବା…

ଯମୁନ।କୋଟ ଠାରେ ବାପୁଜୀ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଘାଟିତ

ଭୁବନ: ଯମୁନ।କୋଟ ଗ୍ରାମ ପଞ୍ଚାୟତ ଖେଳ ପଡିଆ ଠାରେ କର୍କ ବଲ କ୍ରିକେଟ୍ ଟୁର୍ନାମେଣ୍ଟ ଭୁବନ ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୁଭଦ୍ରା ପାତ୍ର ଙ୍କ ଦ୍ଵାରା ଉଦଘାଟିତ ହୋଯାଇଛି । ଉକ୍ତ ଉଦଘାଟନ ଉତ୍ସବରେ ଯମୁନକୋଟ ଗ୍ରାମ ପଞ୍ଚାୟତ ପୁର୍ବତନ ସରପଞ୍ଚ ନଟବର ସାହୁ , ବର୍ତ୍ତମାନ ର ସରପଞ୍ଚ …

ରମେଶ ବାରିକ ଶ୍ରେଷ୍ଠ ପ୍ରଯୋଜକ ଭାବେ ସମ୍ମାନିତ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନଳ ଗ୍ରାମ ର ରମେଶ ବାରିକଙ୍କୁ  ଭୁବନେଶ୍ୱର ସହିଦ ଭବନ ପରିସରରେ ଏକ ସୁନ୍ଦର ପରିବେଶ ରେ ଚଳଚିତ୍ର ଜଗତ ର ପଇଁଚାଲିଶ ତମ ବାର୍ଷିକ ଉତ୍ସବ- 2021ମସିହା ନିମନ୍ତେ ଶ୍ରେଷ୍ଠ ପ୍ରଯୋଜକ ଭାବେ ସମ୍ମାନିତ କରାଯାଇଛି | ଚଳିତବର୍ଷ କରୋନା ସମୟ ରେ ବାରଟି…

ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଭାପୁରରେ ରାସ୍ତାରୋକ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଧାନ କ୍ୱିଣ୍ଟାଲ ପିଛା ୪କେଜି କାଟିବା ଓ ଅଖା ଟଙ୍କା ଦେବାକୁ ମିଲର ମନାକରିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ଚାଷୀମାନେ କଟକ-ସମ୍ବଲପୁର…

କଣ୍ଟାବଣିଆ ଆଇଆଇସିଙ୍କୁ ୨୪ ଘଣ୍ଟା ମଧ୍ୟରେ କେସ ରେଜିଷ୍ଟ୍ରି କରିବାକୁ ନିର୍ଦେଶ

ଢେଙ୍କାନାଳ : ଦୁଇ ବର୍ଷ ପରେ ଅଶ୍ୱିନୀ ପଟ୍ଟନାୟକ ଙ୍କୁ ନ୍ୟାୟ ମିଳିବାକୁ ଯାଉଛି ।  କଣ୍ଟାବଣିଆ ଥାନାର ଦ୍ୱାରସ୍ଥ ହୋଇ ଅଶ୍ୱିନୀ ନ୍ୟାୟ ଭିକ୍ଷା କରିଥିଲେ ହେଁ ତତକାଳୀନ ଆଇଆଇସି ନ୍ୟାୟ ଦେବା ପରିବର୍ତ୍ତେ ଓଲଟି ତାଙ୍କୁ ମିଥ୍ୟା ମକଦ୍ଦମାରେ ଫସାଇ ଜେଲ ପଠାଇ ଦେଇଥିଲେ । ନିରୂପାୟ ଅଶ୍ୱିନୀ…

ଵାଲିଵୋ ଅଞ୍ଚଳରେ କୃଷକ ମାନଙ୍କ ପାଇଁ ଧାନ ମଣ୍ଡି ଆରମ୍ଭ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଵ୍ଲକ ଵାଲିଵୋ ଅଞ୍ଚଳରେ ଶୁକ୍ରବାର ଠାରୁ କୃଷକ ମାନଙ୍କ ପାଇଁ ଧାନ ମଣ୍ଡି ଆରମ୍ଭ ହୋଇଛି । ଏହି ଧାନ ମଣ୍ଡିକୁ ଭୁବନ ଵ୍ଲକ ସିଡିପିଓ ଦାୟିତ୍ଵରେ ଥିବା ସୁପର ଭାଇଜର ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଚଳିତ ବର୍ଷ ଵାଲିଵୋ…

ଜାତୀୟ ସେବା ଯୋଜନାର ଶିତ କାଳିନ ଶିବିର ଉଦଯାପିତ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ କଲେଜର ୭ଦିନଧରି ଚାଲିଥିବା ଜାତୀୟ ସେବା ଯୋଜନା ପକ୍ଷରୁ ଶିତ କାଳିନ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଶିବିର ରବିବାର ଠାରୁ ଆରମ୍ଭ ହୋଇଥିଲା । ଶିବିରରେ ଜାତୀୟ ସେବା ଯୋଜନାର ୫୦ ଜଣ ସ୍ଵେଚ୍ଛାସେବୀ ସାମିଲ ହୋଇଥିଲେ । ପ୍ରତ୍ୟେକ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜିଲା କଂଗ୍ରେସ ର ପ୍ରସ୍ତୁତି

ଢେଙ୍କାନାଳ : ସ୍ଥାନୀୟ ଗାନ୍ଧି ମନ୍ଦିର ଠାରେ ଜିଲା ସଭାପତି ସରୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଜିଲା କଂଗ୍ରେସ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଦେଶ କଂଗ୍ରେସ୍ କମିଟିର ଉପସଭାପତି ତଥା ଜିଲା ପ୍ରଭାରୀ ସୁରେଶ ମହାପାତ୍ର, ପ୍ରଦେଶ କଂଗ୍ରେସ୍ କମିଟିର ସମ୍ପାଦକ ବିଜୟ…