Take a fresh look at your lifestyle.

ରାଧାଦାମୋଦରଜୀଉ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଢଣପୁର ଠାରେ ଶନିବାର ଠାରୁ ଆରମ୍ଭ ହୋଇଛି ରାଧାଦାମୋଦରଜୀଉ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଉଦଘାଟନୀ ମ୍ୟାଚକୁ ସମାଜସେବୀ ଅନିତା ବେହେରା ଏବଂ ଶ୍ରୀକାନ୍ତ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରଥମ ଦିନ ମ୍ୟାଚରେ ମଙ୍ଗଳପୁର ଏବଂ…

ଆମ୍ ଆଦମୀ ପାର୍ଟି ପକ୍ଷରୁ ୮ ଟି ଜୋନ୍ ରେ ପାର୍ଥୀ ପତ୍ର ଦାଖଲ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ 27 ଟି ଜିଲ୍ଲା ପରିଷଦ ଆସନ ରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରଥମ ଥର ୮ ଟି ଜିଲ୍ଲା ପରିଷଦ ଜୋନ ରେ ପାର୍ଥୀ ପତ୍ର ଦାଖଲ କରାଯାଇଛି l ସଦର ବ୍ଲକ ୩ ନଂ ଜୋନ ରୁ ରାଜକୁମାର ପ୍ରଧାନ, ୪ ନଂ ଜୋନ ରୁ ଟିକିନା ପାତ୍ର, ଗଁଦିଆ ବ୍ଲକ ୧ ନଂ ଜୋନ ରୁ ବିଜୟ…

ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ହିନ୍ଦୋଳ : ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା | ହିନ୍ଦୋଳ ବିଧାନସଭା ଆସନ ରୁ ୩ ଥର ବିଧାୟିକା ତଥା ୨ ଥର ମନ୍ତ୍ରୀ ହୋଇଥିବା ଅଞ୍ଜଳି ବେହେରା ଗତକାଲି ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଚର୍ଚ୍ଚା ଜୋର ଧରିଛି।…

୨୭ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲାରେ ୮ଟି ବ୍ଲକ୍ ଥିବା ୨୭ଟି ଜିଲ୍ଲା ପରିଷଦ ଜୋନ୍ କଂଗ୍ରେସ୍ ଦଳ ତରଫରୁ ଜିଲ୍ଲା ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ଓଡାପଡା ଜୋନ୍ ନଂ-୧ରୁ ବିପତି ମନୁ ନାୟକ, ଜୋନ୍-୨ରୁ ଶରତ ନନ୍ଦ, ଜୋନ୍ ୩ରୁ ସଂଗ୍ରାମ…

ଜିଲାପରିଷଦ ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲାର ୨୭ ଜିଲ୍ଲା ପରିଷଦ ଆସନ ପାଇଁ ଶେଷ ଦିବସରେ ବିଜେଡି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି । ଢେଙ୍କାନାଳ ବିଧାନସଭା…

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ୭୧୬୩ ଜଣଙ୍କର ପ୍ରାର୍ଥୀପତ୍ର ଦାଖଲ

ଢେଙ୍କାନାଳ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଶେଷ ଦିବସରେ ୨୪୧୧ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୫୮୦ଜଣ ୱାର୍ଡ ମେମ୍ବର ପଦବୀ ପାଇଁ, ସରପଂଚ ପଦବୀ ପାଇଁ ୩୯୧, ସମିତି ସଭ୍ୟ ପଦବୀ ପାଇଁ ୩୫୮ ଓ ଜିଲ୍ଲା ପରିଷଦ ସଦସ୍ୟ ପଦବୀ…

ଭୁବନ ବ୍ଲକ: ଅନ୍ତିମ ଦିବସ ସୁଦ୍ଧା ୬୩୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ

ଭୁବନ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ର ଆଜି ଅନ୍ତିମ ଦିବସରେ ଭୁବନ ବ୍ଲକର   ସମୁଦାୟ୨୨ ଜଣ ସମିତିସଭ୍ୟ, ୨୭ ଜଣ ସରପଂଚ ଓ ୧୯୪ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲକରିଛନ୍ତି । ଗତ ୧୭ ତାରିଖ ନାମାଙ୍କନ ପତ୍ର ଦାଖଲ ଦିନରୁ ଆଜି ଅନ୍ତିମ…

ଡଃ ବିଧାନ ମିଶ୍ର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ

ଢେଙ୍କାନାଳ: ବିଶିଷ୍ଟ ସଂଗଠକ, ବାଗ୍ମୀ, ଲେଖକ, ଆଇନଜୀବି ଓ ସାହିତ୍ୟିକ ସ୍ୱର୍ଗତ ଡଃ. ବିଧାନ ଚନ୍ଦ୍ର ମିଶ୍ରଙ୍କ ପଂଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ଦକ୍ଷିଣକାଳୀ ମାର୍ଗସ୍ଥିତ ରତ୍ନ ମଣ୍ଡପରେ ଆଜି ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସମବାୟବିତ୍ ତଥା ସମୀକ୍ଷକ ସୁକାନ୍ତ…

ମହିଳା କଂଗ୍ରେସ ସଭାନେତ୍ରୀ ମମତାଞ୍ଜଳି ବେହେରାଙ୍କ ଦଳ ତ୍ୟାଗ, ବିଜେଡି ରେ ଯୋଗଦାନ

ଢେଙ୍କାନାଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ କାର୍ଯ୍ୟ ସହିତ ବିଶେଷ କରି ମହିଳା ସଶକ୍ତିକରଣ  କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା  ମମତାଞ୍ଜଳି ବେହେରା କଂଗ୍ରେସ ଦଳ  ତ୍ୟାଗ କରି ଆଜି…

୧୨ତମ ପ୍ରିୟବ୍ରତ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଘାଟନ

ଢେଙ୍କାନାଳ : ଦେଓଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ମହୁଲଖୋଳି ରଙ୍ଗମାଟିଆ ଷ୍ଟାଡିୟମ୍ର ୧୨ତମ ପ୍ରିୟବ୍ରତ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଘାଟତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଧାରାଣୀ ବେହେରା, ସମ୍ମାନିତ ଅତିଥି ଭାବେ ଅଭିରାମ ବେହେରା, ହେମନ୍ତ ଗୋଚ୍ଛାୟତ, ପ୍ରଭାତ…